Raksha Kabacha by Rajesh Kumar Barik

ରକ୍ଷା କବଚ

ପଶ୍ଚିମ, ଘାଟି ଦକ୍ଷିଣ ଭାରତର ସହର ୱାଏନାଡ଼ ଭିନ୍ନ ଏକ ଜୈବ ବିବିଧତା ସତେ ଯେମିତି ବର୍ଷା ବନର ମୁକ୍ତା ପରୀର କାହାଣୀ । ଲାଗୁଛି ! ଆରବ ସାଗରରୁ ଆସୁଥିବା ମୌସୁମୀ ବାୟୁକୁ ସବୁ ନିଜ ପାଖରେ ଅଟକାଇ ଶୋଭା ବଢ଼ାଉଛି । ମେଘୁଆ ଆକାଶରେ ଟିମ୍ ଟିମ୍ ତାରାସବୁ ମେଘ ସହ ଲୁଚକାଳି ଖେଳୁଥାନ୍ତି, ଜହ୍ନ ଆସିବାକୁ ଆହୁରି ପନ୍ଦର ଦିନ ବାକି, ଗାଢ଼ ଅନ୍ଧାରରେ ଭୟଙ୍କର ପଶୁମାନଙ୍କର ଆଖି ସବୁ ଚକଚକ କରୁଥାନ୍ତି । ମନରେ ଯେତିକି ରୋମାଞ୍ଚ ଖେଳୁଥାଏ…

ଅଧିକ ପଢ଼ନ୍ତୁ
Rakhira Sajna by Swati Swagatika Lenka

ରାକ୍ଷୀର ସଂଜ୍ଞା

ସମୟ ରାତି ନ’ଟା ପନ୍ଦର ପାଖାପାଖି ହେବ । ଅଫିସରୁ ଛୁଟି ନେଇ ଆଭା ଘରକୁ ଯିବ ବୋଲି ଟ୍ରେନ୍‌ରେ ତରବର ହେଇ ଚଢ଼ିଲା । ଯିବନି ବି କେମିତି, ରାକ୍ଷୀ ପୁନେଇଁ ପରା ଗୋଟେ ଦିନ ପରେ । ନିଜ ସିଟ୍‌ରେ ବସି ବ୍ୟାଗପତ୍ର ରଖିଦେଇ ଘରକୁ ଫୋନ୍ କରି ଜଣେଇଦେଲା । ଆଉ ସେ ଆସୁଛି ବୋଲି ଭାଇକୁ ନ ଜଣେଇବାକୁ ବି ମାଆଙ୍କୁ କହି ଫୋନ୍ କାଟିଦେଲା । ତା’ପରେ ଭାଇ ପାଇଁ…

ଅଧିକ ପଢ଼ନ୍ତୁ
Rakhi by Amrita Dash

ରାକ୍ଷୀ

“ଆଲୋ ହେ ପୋଡ଼ାମୁହିଁ ତୋର ସେ ଭିକାରୀ ଭାଇକୁ କହିଦେବୁ ଟିଭି, ପ୍ରିଜ୍ ନ ଦେବା ଯାଏଁ ତୁ ତୋ ବାପଘର ଦୁଆର ମାଡ଼ି ପାରିବୁନି କି ସେ ବି ଏ ଘର ଦୁଆରକୁ ଉଠି ପାରିବ ନାହିଁ । କହିଲା କ’ଣ ନା ଆଜି ରାକ୍ଷୀପୂର୍ଣ୍ଣିମା…..! ଉଁ ସତେ ଯେମିତି ଭାଇ ପାଟଶାଢ଼ୀ ନହେଲେ ସୁନାଚୁଡ଼ି ନହେଲେ ବିଡ଼ାବିଡ଼ା ଟଙ୍କା ଦେଇଦେବ ! ରଖ୍ ବେ ତୋ ରାକ୍ଷୀ । ମୋ ଝିଅମାନେ ଆସିବେ…. ସକେଇ…

ଅଧିକ ପଢ଼ନ୍ତୁ
Odia Story Atara Sishi (ଅତର ଶିଶି) by Dr. Abhipsa Bal

ଅତର ଶିଶି

ଦାମିକା ଅତର ଲଗାଇବାରେ ଅଭ୍ୟସ୍ତ ନ ଥିଲି ମୁଁ । ଗତ ବର୍ଷ ଜନ୍ମଦିନରେ ମୋ ପ୍ରିୟ ବନ୍ଧୁ ଜଣକ ଏହି ଅତରଟିକୁ ଭେଟି ଦେଇଥିଲେ । ଖୋଳରେ ତା’ର ଦାମ ଦେଖି ମୁଣ୍ଡ ଘୂରେଇ ଦେଇଥିଲା ମୋର । – କ’ଣ ମୁଣ୍ଡକୁ ବିଛା କାମୁଡ଼ି ଥିଲା? ମୋତେ ପଇସାଟା ଲଫାପାରେ ଦେଇଦେଲନି । ଏତିକିରେ ମୋର ଭଲ ଭଲ ଡ୍ରେସ୍ ଦୁଇଟା ହେଇଯାଇଥାନ୍ତା । ନଚେତ୍ ହାତ ଘଣ୍ଟା ଦେଇପାରିଥାନ୍ତ । – ହଁ…

ଅଧିକ ପଢ଼ନ୍ତୁ
Odia Story Bala Budha (ବାଲା ବୁଢ଼ା) by Avijit Sahu

ବାଲା ବୁଢ଼ା

ମଇ ମାସ ୭ ତାରିଖ ଭୋର ସମୟ, ପୋଲିସ ଗାଡ଼ି ଆଜି ମାଧପୁର ଗାଁ କୁଣ୍ଡ ପୋଖରୀ କୂଳରେ ଥିବା ଅଣଓସାରିଆ ରାସ୍ତା ଦେଇ ଗାଁ ମଝିରେ ଥିବା ରାଜଉଆସ ଆଗରେ । ରାଜଉଆସ ଅସଲରେ କେଉଁ ରାଜାଙ୍କର ବାସଭବନ ନୁହେଁ, ଗାଁ’ର ବୋଧହୁଏ ସବୁଠୁ ଧନୀ ଲୋକର ଘର, ଧଳା ଫରଫର ଘରଟି । ସେ ଘର ଆଗ ଦେଇ ଯିଏ ଯାଏ, ମନରେ ଥରେ ଏହି ଭାବନା ତ ନିଶ୍ଚିନ୍ତ ଆସେ, “ଏମିତି ମୋର…

ଅଧିକ ପଢ଼ନ୍ତୁ