Odia Poem Bahurupi Corona (ବହୁରୂପୀ କରୋନା) by Alekh Meher

ବହୁରୂପୀ କରୋନା

ରମ୍ଭାରିପୁ ପବମାନେ ପର୍ଣ୍ଣ ଯେହ୍ନେ ଧ୍ୱଂଶ ଶତସିଆଁ କରି ସଦା ରଖିଥାଏ ରୋଷ । ତେସନେ ସଙ୍ଗତି ତୋର, ବୁହାନ ପ୍ରଦେଶୁ ଆସି ନାଶୁ ଏ ସଂସାର ।୧। ସୁରରିପୁ ଜିଣା ଦମ୍ଭ ନିତ୍ୟ ପ୍ରାଣହରୁ, ତ୍ରିଭୁବନେ ପରିବ୍ୟାପ୍ତ କାୟା ମହାମେରୁ । ଅଣୁ ଅସ୍ତ୍ର ତୋ’ କିଙ୍କର, ଘୂରିଯାଏ ଶିର ସର୍ବ ବୈଜ୍ଞାନିକଙ୍କର ।୨। ବହୁରୂପି ଧରାଗ୍ରାସୁ ଧରି ନାନା ବେଶ ଉତ୍ସୃଙ୍ଖଳ ନର ତହିଁ ବସେ ମୋଡ଼ି ନିଶ । ଅବମାନ କରି ନୀତି,…

ଅଧିକ ପଢ଼ନ୍ତୁ
Odia Poem Sambada Bele Sarba Sakha (ସମ୍ପଦ କାଳେ ସର୍ବେ ସଖା) by Samar Ballav Bhoi

ସମ୍ପଦ କାଳେ ସର୍ବେ ସଖା

ମଣିଷର ମନ ଏମିତି ପ୍ରକାର ଜାଣିଲେ ଲାଗଇ ଚିଡ଼ି ଚିଡ଼ା ପାଇବାର ଆଶା ଥିବାଯାଏ ସିଏ ଅତି ନିକଟରେ ହୋଇଥାଏ ଛିଡ଼ା ॥ ସତରେ ମଣିଷ କେତେ ସେ ଅଡ଼ୁଆ ମନେ ଥାଏ ତା’ର କେତେ କଥା କହିବ କହିବ କହି ତ ପାରେନା ମନେ ରଖିଥାଏ ଅନେକ ବ୍ୟଥା ॥ ସମ୍ପଦ ଲୋଭରେ ମନ ବାଡ଼ୁଥାଏ ସମ୍ପଦେ ଲାଗି ରହିଥାଏ ଲୋଭ ସମୟ ସୁବିଧା ଦେଖି ସେ ମଣିଷ କରନ୍ତି ବ୍ୟବହାର ସତେ ଦୁର୍ଲଭ ॥…

ଅଧିକ ପଢ଼ନ୍ତୁ
Odia Poem Shabda (ଶବ୍ଦ) by Ganeswar Mohanty

ଶବ୍ଦ

ସୁଖ ଆଉ ଦୁଃଖକୁ ମିଶାଇ ଦେଖିଲି ମୋତେ ଏକାପରି ଲାଗିଲା ହସ ଭିତରେ କାନ୍ଦ, କାନ୍ଦ ଭିତରେ ହସକୁ ଖୋଜିବାପାଇଁ ଚେଷ୍ଟାକଲି ଶେଷରେ ମିଳିଗଲା । ମୁଁ ଜାଣିବାକୁ ସେଇଦିନ ପାଇଲି ଯୋଉଦିନ ଅସଂଖ୍ୟ ଲୁହର ବୁନ୍ଦା ଭିତରେ ମୋ ଅସୀମିତ ଖୁସି ଲୁଚି ରହିଥିଲା ଆଉ ଅପରିର୍ଯ୍ୟାପ୍ତ କ୍ଷଣିକ ହସ ଭିତରେ ସ୍ଥାୟିତ୍ୱ ବାନ୍ଧି ଦେଇଥିଲା ଲୁହର ମୂଳଦୁଆ । ଠିକ ସେହିଭଳି ଏ ଜଗତ ଆଉ ଜୀବନ କେବେ ମୁଁ ଏ ଜଗତ ଭିତରେ…

ଅଧିକ ପଢ଼ନ୍ତୁ
Odia Poem Prakashara Chetana (ପ୍ରକାଶର ଚେତନା) by Smrutiranjan Barik

ପ୍ରକାଶର ଚେତନା

ଗଗନର ଗର୍ଭଚିରି ପ୍ରବେଶିଲା ଶକ୍ତି, ଚତୁଃପାର୍ଶ୍ଵେ ଗୁରୁଣ୍ଡିଲା ନପାଇଲା ମତି । ନିଶାରେ ଅନ୍ଧକାର ମତୁଆଲା ହୋଇ, ବିକଟାଳ ରୂପ ତା’ର ଘାରିଥିଲା ଭୂଇଁ । ନିଃସଙ୍ଗ, ଭୟଭୀତ ହେଲା ଯେ ଶକ୍ତି, ନପାଇ ସଖୀ ତା’ର ଥରିଥିଲା ଛାତି । ଭାବିଥିଲା ନେବ ସେ ସତ୍ୟର ଦୀକ୍ଷା, ବହୁ ଉଦ୍ଦୀପନା ଥିଲା ମନରେ ଆକାଂକ୍ଷା । ପରୀ ସ୍ୱପ୍ନ ରାଇଜ କଳ୍ପିତ ଦୁନିଆ, କିନ୍ତୁ ଦୃଶ୍ୟତେ ଅନ୍ଧକାର ନିଆଁ । କେମନ୍ତେ ତୋଳିବ ଅହିଂସାର ଘର,…

ଅଧିକ ପଢ଼ନ୍ତୁ
Odia Poem Saha Hua Rama Chandi (ସାହା ହୁଅ ରାମଚଣ୍ଡୀ) by Satyanarayan Padhan

ସାହା ହୁଅ ରାମଚଣ୍ଡୀ

କୁଢ଼ କୁଢ଼ ମଡ଼ ଶ୍ମଶାନରେ ଭିଡ଼ ପୋଡ଼ିବାକୁ ଜାଗା ନାହିଁ, ପୁଅ ମଡ଼ ବାପ ବୋହିଛି କାନ୍ଧରେ ହୃଦୟ ବିଦାରୁ ଥାଇ ।୧। ମାଆ କାନ୍ଦୁଥାଏ ପୁଅ ମଲା ବୋଲି କ୍ଷଣିକେ ମରେ ତା’ ପତି, କେଉଁଠୁ ଆସିଲା ଏ ଦୁଷ୍ଟ କରୋନା ଛଡ଼ାଏ ସୁଖ-ସମ୍ପତ୍ତି ।୨। ହୃଦୟ କାନ୍ଦଇ ଦେଖି ଏ ଦୁର୍ଦ୍ଦଶା ଆଖିରୁ ଝରେ ଲୋତକ, କେ ମରୁଛି ରୋଗେ କେ ମରେ ଭୋକରେ ଯେପରି କି ମାଛି ପୋକ ।୩। ସାହା ହୁଅ…

ଅଧିକ ପଢ଼ନ୍ତୁ