Bhauni

ଭଉଣୀ

ତୁ… ସ୍ୱର୍ଗପୁରର ପରୀଟିଏ ଅବା ମର୍ତ୍ତ୍ୟଲୋକର ଦେବୀ, ତୋ ଆକାଂକ୍ଷାବାଦର ମନ ଭିତରେ ସ୍ନେହଭରା ଏକ ଛବି । ଦେବତାମାନଙ୍କ ଆଶିଷ ଘେନି ପହଞ୍ଚିଛୁ ମୋ ପାଖେ, ଦ୍ୱିତୀୟ ମା’ର ସ୍ୱରୂପ ତୁ, ଭଉଣୀ ବୋଲି ମୁଁ ଡାକେ । ଅନାବିଳ ତୋ’ର ପ୍ରେମ, ହୃଦ ଖୋଲା ପ୍ରତି ହସ, ନିଷ୍କପଟ ତୋ’ ମନ ଭିତରେ ଭାବନାର ଉଚ୍ଛ୍ୱାସ । ମୋ’ ଜୀବନଚିତ୍ରକୁ ଭରିଛୁ ତୁ ନାନା ରଙ୍ଗେ, ମୋ ପ୍ରତ୍ୟେକ ଭାବନା ଲହଡ଼ି ତୋ’ପାଖେ ଯାଇ ଭାଙ୍ଗେ । ସରଳ ଜୀବନ…

ଅଧିକ ପଢ଼ନ୍ତୁ
badalijaichhi-gaon

ବଦଳିଯାଇଛି ଗାଁ

ସହରକୁ ଛୁଇଁବା ନିଶାରେ ବଦଳି ସାରିଛି ଗାଆଁ ନା ସହରକୁ ଛୁଇଁପାରିଛି ନା ଗାଆଁ ହୋଇ ରହିପାରିଛି ଗାଆଁ ହରାଇଛି ତା’ର ସତ୍ତା ନାହିଁ ଆଉ ମାଟିଗୋଡ଼ି ରାସ୍ତା ଦିଶୁନାହିଁ ତାଳଗଛେ ବାଇଆ ବସା ଶୁଭୁନାହିଁ କୋଇଲିର କୁହୁ କୁହୁ ନାହିଁ ପୁଣି ଘରଚଟିଆ, କୁମ୍ଭାଟୁଆ ସବୁ ଲାଗେ ଖାଁ ଖାଁ ବଦଳି ସାରିଛି ଗାଁ… ଇଲେକ୍ଟ୍ରିକ୍ ଆଲୁଅରେ ଫିକାଲାଗେ ଜହ୍ନର ଜ୍ୟୋସ୍ନା ଜଣା ପଡ଼େନାହିଁ କେବେ ଆସେ ପୂର୍ଣ୍ଣିମା କେବେ ଅମାବସ୍ୟା… ହଜିଗଲାଣି ଗାଁ ଚାଷବାସ…

ଅଧିକ ପଢ଼ନ୍ତୁ
daradi-bandhu

ଦରଦୀ ବନ୍ଧୁ

ଏମିତି ତ ତୁମେ ହସୁଛ… ଛାତିତଳେ କଷ୍ଟ ଲୁଚେଇଛ… ସଭିଙ୍କୁ ଦର୍ଶାଅ ଖୁସିରେ ଅଛ… ଦୁଃଖ, ଯନ୍ତ୍ରଣାରେ ଖେଳୁଛ !! ଏମିତି ତ ତୁମେ ଗୀତ ଗାଉଛ… ବିରହର ରାଗିଣୀ କାହୁଁ ପାଉଛ.. କଷ୍ଟର ସାଜ, ଦୁଃଖର ସୁର ଦେଇଛ.. ଯନ୍ତ୍ରଣାର ଜୟଗୀତି ଗାଉଛ !! ଏମିତି ତୁମେ ମିଠା କଥା କହୁଛ… କର୍ଣ୍ଣପଟଳେ ମଧୁ ବୋଳି ଦେଉଛ.. ମନକୁ କୋଉ ରାଇଜକୁ ନେଉଛ.. କାଉଁରୀ ବିଦ୍ୟା ତୁମେ ଜାଣିଛ !! ଏମିତି ତ ସ୍ୱପନେ ଦେଖା ଦେଉଛ… ଇନ୍ଦ୍ରଧନୁ ମନ…

ଅଧିକ ପଢ଼ନ୍ତୁ
Kape Cha

କପେ ଚା’

ତମ କପେ ଚା’ରେ ମୋ ନିସ୍ତେଜ ଶରୀରଟା ଯନ୍ତ୍ର ପରିକା ଚିହିଁକି ଉଠେ ଏଇଠି ଥାଏ ତମ ରାଗ ରୁଷା ଅଭିମାନ ମିଶା ପ୍ରେମର ଅଗାଧ ପରଷ । ଏଇଠି ବଖାଣ ତମ ଶହ ଶହ କୈଫତ ଫେରାଦ କରି ଚାଲ ଗୋଟିକ ପରେ ଗୋଟିଏ ଅସମାହିତ ଫର୍ଦ୍ଦ ଆଉ ତମ ଅସହିଷ୍ଣୁତାର ଅମାନିଆ ପ୍ରଶ୍ନ ॥ ମୁଁ କିନ୍ତୁ ନିରୁପାୟ ନା ଏପଟ ନା ସେପଟେ ତମ ପରଷା ଚା’କୁ ଓଠକୁ ଓଠ ଚାପି ଖୁବ୍ ସରାଗେ ଢୋକ…

ଅଧିକ ପଢ଼ନ୍ତୁ
nai-separi-gaon

ନଈ ଆରପାରି ଗାଁ

ବ୍ରାହ୍ମଣୀ ନଈ, ନଈ ଆରପାରି ଗାଁ… କାହା ପାଇଁ କେମିତି କେଜାଣି? ମୋ ମନ ସିଲଟରେ.. ଆଶା ଖଡ଼ିରେ ନିତି ଲେଖେ ତା’ ନାଁ ।.. ଅଲିଭା ରଖେ… ନଈର ଏପାଖ କୂଳରେ ଠିଆହେଲେ ଆରପଟ ଗାଁ ଖୁବ୍ ଶସ୍ୟଶ୍ୟାମଳା ଦିଶେ । ସେଇଠି ସତେବା ମାଟିକୁ ଆକାଶ ଛୁଇଁଛି । ମୋ ସାଙ୍ଗ ଥରେ କହୁଥିଲା, “ସେଠି ସେମିତି କିଛି ନାହିଁ, ମୁଁ ସେ ଗାଁ ବାଟଦେଇ ଯାଇଛି, ଦୂରରୁ ସେମିତି ଦିଶୁଛି ।” ମୁଁ କହିଲି ବୋକି, “ତୋତେ କିଛି…

ଅଧିକ ପଢ଼ନ୍ତୁ