
ପଳାଶ
ନ ଥିଲେ ନ ଥାଉ ବାସ ଲୋ ପଳାଶ ଅପୂର୍ବ ତୋ’ ଲାସ୍ୟରତା ରଙ୍ଗ ଫଗୁଣରେ ଆବାହନି ତୋ’ର କଳ୍ପନାର ତୁ କବିତା ॥ ସର୍ବାଙ୍ଗ ସୁଷମା ରୂପ ତିଲୋତ୍ତମା ବୋଲି ଅଛି ତୋ’ର ଅଙ୍ଗେ ନ ଗୁଞ୍ଜେ ଭଅଁର ସଦ୍ୟ ପୁଷ୍ପ ଗୁଚ୍ଛେ ନାହିଁ ବୋଲି ବାସ ସଙ୍ଗେ ॥ ଅନ୍ତ ସୌନ୍ଦର୍ଯ୍ୟର ଐଶ୍ଵର୍ଯ୍ୟ ସମ୍ଭାର ଆକର୍ଷଣେ ପରିପୂର୍ଣ୍ଣା କୋଟି ଜନମନ ହରି ନେଉ ତୁହି ଭୁଖଣ୍ଡରେ ବହୁ ବର୍ଣ୍ଣା ॥ ଧରା ଉଦ୍ୟାନରେ ମାଖି…