Odia Poem Andhar (ଅନ୍ଧାର) by Puspanjali Panda

ଅନ୍ଧାର

କିଟିମିଟିଆ ଅନ୍ଧାର… ଅନ୍ଧିଭିତରୁ ଦାନ୍ତ ଦେଖେଇ ବାହାରି ଆସୁଛି ଡର… ସମସ୍ତେ ଡରନ୍ତି । ମୁଁ ଏକା ନୁହେଁ, ବାପା ଆଉ ବୋଉ ଢେର୍ ଡରନ୍ତି, ରାତିରେ ବାହାରକୁ ! କେବେ ବାହାରିଛ କି? ଡରିନ? ମିଛ କହୁଛ କାହାକୁ । ଛାତି ଧଡ଼ଧଡ଼, ମନରେ ଭୟ… ମା’ ପାଖକୁ ଲାଗିଆସି ମିଛ ଶୋଇବାର ଅଭିନୟ । ଏବେ ତ ଖୁବ୍ ଜୋରେ ବାଡ଼ିଟା ଧରେ… କେବଳ ପଡ଼ି ଯିବାର ଡର କିଲବିଲ୍ କରେ । ଏକଲା…

ଅଧିକ ପଢ଼ନ୍ତୁ
Odia Poem Ankabanka Nai (ଅଙ୍କା ବଙ୍କା ନଈ) by Pritiranjan Nayak

ଅଙ୍କା ବଙ୍କା ନଈ

ଏ ରାସ୍ତା ନୁହେଁ ପରା ଏକ ଅଙ୍କା ବଙ୍କା ନଈ, ମୁଁ ଯେ ଡିଏଲ୍ ଧାରି ନାବରେ ପରାକାଷ୍ଠା ନାହିଁ । ଏ ଜୀବନ ଡଙ୍ଗାରେ ପୂରା ଅସହାୟ ହୋଇ, ଖୋଜେ ମୁଁ ସାହାରା ହେଲେ ସାଥୀ କେହି ନାହିଁ, ଏ ରାସ୍ତା ନୁହେଁ ପରା ଏକ ଅଙ୍କା ବଙ୍କା ନଈ । ବନ୍ଧୁର ରାସ୍ତାରେ ସିନା ଗାଡ଼ି ଚଳେଇଛି ମୁହିଁ, ଏ ଜଳାର୍ଣ୍ଣବ ପଥ ସତେ କଷ୍ଟ ଦେଉଥାଇ, ଏ ରାସ୍ତା ନୁହେଁ ପରା ଏକ…

ଅଧିକ ପଢ଼ନ୍ତୁ
Odia Poem Mo Bou (ମୋ ବୋଉ) by Satyaban Nayak

ମୋ ବୋଉ

ବୋଉର ପଣତକାନି ତା’ର ସ୍ନେହ ଦେଲା ମୋତେ ଆଶ୍ରୟ ଆସିବାକୁ ହେଲା ଏ ଜଗତେ ମୋତେ ନେଇ ନୂଆ ପରିଚୟ । ଜନ୍ମ ଦେଇ ସେ ଋଣି କରିଦିଏ ସ୍ନେହ ଦିଏ ସାଥବରେ ସୁଝି ପାରିବିନି ଋଣ ମୁଁ ତା’ର ଏହି ମୋର ଜୀବନରେ । ଗଙ୍ଗାଜଳ ପରି ପବିତ୍ର ମମତା ଆଉ କେହି ନ ଦେବେରେ ସ୍ନେହମୟୀ ଭଳି ମୋର ବୋଉକୁ କେହି କେବେ ଭୁଲିପାରେ । ନିଜ ହୃଦୟର ଲୁହକୁ ସେ ଚାପି ଦେଉଥାଏ…

ଅଧିକ ପଢ଼ନ୍ତୁ
Odia Poem Bharijae Dukha Rashi (ଭରି ଯାଏ ଦୁଃଖ ରାଶି) by Sandhyarani Dash

ଭରି ଯାଏ ଦୁଃଖ ରାଶି

ହାରି ଯାଇଛି ମୁଁ ଜୀବନ ଯୁଦ୍ଧରେ ଖୋଜୁଛି ହଜିଲା ସ୍ମୃତି କିଛି କଥା ଆଉ ଅକୁହା ବେଦନା ଅନ୍ଧକାରର ଏ ରାତି । ହୃଦୟ ମନ୍ଦିରେ ସସ ମାନ ସାଜି ଅଟ୍ଟହାସ୍ୟ କରେ ମୋତେ, ନିଜର ଲୁହକୁ ନିଜେ ପିଇ ଯାଇ ବୁଝାଏ ମନକୁ କେତେ । କୋମଳ ହୃଦୟ ହୋଇଛି ପଥର ଝୁରୁଅଛି ରାତିଦିନ ହଜି ଯାଇଛି ତା’ ଜୀବନ କାହାଣୀ ଲିଭିଯାଏ ତା’ ସପନ । ଫେରିବାର ଆଶା ଯାଇଛି ପାଶୋରି ମାଟିରେ ଯାଇଛି…

ଅଧିକ ପଢ଼ନ୍ତୁ
Odia Poem Binati Mo Ghena (ବିନତୀ ମୋ ଘେନ) by Rashmimayee Pati

ବିନତୀ ମୋ ଘେନ

ଭିନ୍ନ ଏକ କୁରୁକ୍ଷେତ୍ର ଭିନ୍ନ ବାସୁଦେବ, ମଝି ଦାଣ୍ଡେ ଚାଲେ ଯା’ର ନିତି କେତେ ଯୁଦ୍ଧ । ଅଧର୍ମର ବିକଟାଳ ହସରେ କମ୍ପୁଚି, ପରାଜୟ ଭୋଗେ ଧର୍ମ ଲୁଚାଇ କାନ୍ଦୁଚି । ପାପ ହିଂସାର ବିଜୟ ପତାକା ଉଡ଼ୁଛି, ବେଳାଳସେନ ଆଖିରେ ଧର୍ମ ଯେ ଦେଖୁଚି । ଘେନା କର ମୋ ବିନତୀ ପ୍ରଭୁ ବାସୁଦେବ, ପ୍ରେରଣ କର ତୁମର ସୁଦର୍ଶନ ଚକ୍ର । ଛେଦନ କରୁ ସେ ପାପ ହିଂସାର ଗର୍ଦ୍ଦନ, ବିଳମ୍ବ ନ କର…

ଅଧିକ ପଢ଼ନ୍ତୁ