kalia

କାଳିଆ

ପୁରୀ ବଡ଼ଦାଣ୍ଡେ ଚାହିଁ ସେ ବସିଛି ହୃଦୟ ପସରା ଧରି ପ୍ରେମ ବିନିମୟେ ହୃଦୟ ଦିଏ ସେ ଭକତର ଭାବଗ୍ରାହୀ କେହି ଆସୁନାହିଁ କେହି ମାଗୁନାହିଁ ସମୟ ଯାଉଛି ସରି (ଦିନେ) ଫେରିବାକୁ ହେବ ସଭିଙ୍କୁ ଘରକୁ କାଳିଆ ଖୋଜୁଛି, କାଳିଆ ଚାହୁଁଚି କରନ୍ତା କି କେହି ଫେରିବା ଆଗରୁ ହୃଦୟଟା ତା’ର ଚୋରି ! ଦେଖୁଚି କାଳିଆ ଜାଣୁଛି କାଳିଆ ହୃଦୟର ଏଠି ଏତେଟା ଆଦର ନାହିଁ ଭାବୁଛି ଭକ୍ତକୁ କହିବ ଯାଇ ସେ “ମିଛ ଜରିଲଗା…

ଅଧିକ ପଢ଼ନ୍ତୁ
jagannath-prema

ଜଗନ୍ନାଥ ପ୍ରେମ

ପଙ୍କିଳ ଶରୀରୁ ପଙ୍କପକ୍ଷୀ ଜନ୍ମି ନଲାଗେ ତନୁରେ ପଙ୍କ, ପାପଗୃହେ ସତ୍ୟ ମାନବେ ଖୋଜିଲେ ନାଶ ହେବ କଳିଅଙ୍କ ।୧। ନୋହିଲେ ଧନରେ ନିଜେ ନାଶ ଯିବା ଜନମିବ କଳିପୁତ୍ର, ମହାକଳି ରୂପ ଧାରଣ କରିବ ନେଇ ଅଗ୍ନି-ବାୟୁ ମିତ୍ର ।୨। ସମୀର ବହୁଛି ଅଗ୍ନି ଯୋଗ ହୋଇ କଳି ଛାଡ଼ୁଅଛି ରବ, ଦେଖୁ ଦେଖୁ ଲୋକ ମରି ପଡୁଛନ୍ତି ଅଂଶୁଘାତେ ଲିନ ଶବ ।୩। ସଞ୍ଚରୁଛି ଏଠି ଅନେକ ରାକ୍ଷସ ଜିଅନ୍ତା ଜଳୁଛି ଶବ, ବାପ ପୁଅ କଳି ନୋହୁଛି…

ଅଧିକ ପଢ଼ନ୍ତୁ
banamali

ବନମାଳୀ

ବାଇଶି ପାହାଚେ ବଂଶୀ ବଜାଉଛ ବିବସ ହେଲାଣି ମନ… ବିଘ୍ନକୁ ତୁଟାଇ ବିରୋଧ ଏଡ଼ାଇ ବିଲାତୁ ଫେରୁଚି ଧନ… ବହୁଦିନୁ ସିଏ ବରାଦ କରିଛି ବନ୍ଧୁଜନ ସାଥେ ମିଶି… ବିବୁଧଙ୍କୁ ଭେଟି ବିବରଣୀ ଦେବ ବାଳୁତ କାଳରୁ ବସି… ବେଳାଭୂମି ଯାଇ ବୁଡ଼ ପକାଇବ ବିସ୍ତୀର୍ଣ୍ଣ ସାଗରେ ଡୁବି… ବାନ୍ଧି ରଖିଥିବ ବନ୍ଧନେ ତୁମର ବନାଇବ ଶ୍ରେଷ୍ଠ ଛବି…. – ସୌମ୍ୟରଞ୍ଜନ ପାଲ୍ ସୌମ୍ୟ ରଞ୍ଜନ ପାଲସୌମ୍ୟରଞ୍ଜନ ପାଲ୍ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା,…

ଅଧିକ ପଢ଼ନ୍ତୁ
Kala Thakura

କଳା ଠାକୁର

କିଏ ତୋତେ ଡାକିବରେ କଳା ଠାକୁର, ହେ ମୋର କଳା ଠାକୁର କେଉଁ ଗୁଣେ ବୋଲାଉଛୁ ବଡ଼ ଠାକୁର । ନାଟୁଆ ଠାକୁର ବୋଲି ପଡ଼ିଛି ଡାକ ଦୁଖୀକୁ ତୁ ଦୁଃଖ ଦେଉ ସୁଖୀକୁ ସୁଖ । ତୋ ଦାଉ ସହିବାକୁ ଧର୍ଯ୍ୟ କାହାର, ହେ ପ୍ରଭୁ ଧର୍ଯ୍ୟ କାହାର, ମିଛେ ସିନା ବୋଲାଉଛୁ ବଡ଼ ଠାକୁର । ଡାକି ଡାକି ଭକ୍ତ ତୋର ନିରାଶ ହୋଇ ରହିଲେଣି ଅନ୍ୟ ଧର୍ମେ ଶରଣ ନେଇ । ଅନ୍ୟ ଧର୍ମେ ଭକ୍ତ ଯାଇ ପାଇଲେ…

ଅଧିକ ପଢ଼ନ୍ତୁ
He Jagannath

ହେ ଜଗନ୍ନାଥ

ଫୁଲ ମାଳରେ ମୁଁ ଗୁନ୍ଥିଲି ପତର ସ୍ଥାନ ଦେବ ତୁମ ହୃଦୟରେ । ନାଥ ବୋଲି ଧରିଲି ମୁଁ ତୁମ ପାଦ କରିବନି କେବେ ମୋତେ ପର ॥ ଝରଣାଟି ପରି ଝରିଯିବି ମୁଁ ଯେ ସାଗର ପରି କି ତୋଳି ନେବ । ଏ ଜୀବନ ସତ୍ତା ରହୁ କି ନ ରହୁ ଅନନ୍ତ ସତ୍ତାରେ ମିଶିଯିବି ॥ ଫୁଲର ବିଛଣା ଲୋଡ଼ା ନାହିଁ ପ୍ରଭୁ ଅନନ୍ତ ଶେଯର ପାଶେ ଥିଲେ । ଯଶ ଧନ ବିଦ୍ୟା କିଛି ଲୋଡ଼ା…

ଅଧିକ ପଢ଼ନ୍ତୁ