News published on SuryaPrabha News about the 44th edition of the Shubhapallaba Odia Magazine

ପଞ୍ଚକ ପୂର୍ଣ୍ଣିମା ଅବସରରେ ଶୁଭପଲ୍ଲବ ଇ-ପତ୍ରିକାର ୪୪ତମ ସଂସ୍କରଣ ଉନ୍ମୋଚିତ

ବନ୍ତ/ଭଦ୍ରକ (୮ ନଭେମ୍ବର ୨୦୨୨): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୪୪ତମ ସଂସ୍କରଣ କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚକ ଅବସରରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୧୯ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା ଓ ଅଂଳକରଣ କାର୍ଯ୍ୟ ତୁଲାଇଛନ୍ତି ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in,…

ଅଧିକ ପଢ଼ନ୍ତୁ
Odia Short Story book Biswas by Rajesh Kumar Barik published under Shubhapallaba Publication

ଶୁଭପଲ୍ଲବ ପ୍ରକାଶନର ଗଳ୍ପ ସଂକଳନ ‘ବିଶ୍ୱାସ’ ଉନ୍ମୋଚିତ

ଭଦ୍ରକ (୧୭ ସେପ୍ଟେମ୍ବର ୨୦୨୧): ଗତ ବିଶ୍ୱକର୍ମା ପୂଜା ଦିନ ଶୁଭପଲ୍ଲବ ପ୍ରକାଶନ ତରଫରୁ ରାଜେଶ କୁମାର ବାରିକଙ୍କର ଏକ ଗଳ୍ପ ସଂକଳନ ବିଶ୍ୱାସ ଉନ୍ମୋଚିତ ହୋଇଯାଇଛି । କରୋନା କଟକଣାକୁ ଆଖି ଆଗରେ ରଖି ଶୁଭପଲ୍ଲବ କାର୍ଯ୍ୟାଳୟରେ ଏହାର ଉନ୍ମୋଚନ କରାଯାଇଥିଲା, ଯେଉଁଠି ଗାଳ୍ପିକ ରାଜେଶ କୁମାର ବାରିକ, ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି, ସମାଜସେବୀ ସଞ୍ଜିବ କୁମାର ବାରିକ, ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଭିଡିଓ…

ଅଧିକ ପଢ଼ନ୍ତୁ
26th Edition of Shubhapallaba e-magazine released tributing Manoj Das

ଶୁଭପଲ୍ଲବ ପତ୍ରିକା ତରଫରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

ଭଦ୍ରକ (୧ ମଇ ୨୦୨୧): ଆଜି ଶୁଭପଲ୍ଲବ ଇ-ପତ୍ରିକାର ୨୬ଶ ସଂସ୍କରଣ ଉନ୍ମୋଚନ ହୋଇଯାଇଛି, ଯାହାକି ଓଡ଼ିଆ ସାହିତ୍ୟ ଜଗତର ମହାନାୟକ ସ୍ୱର୍ଗତ ମନୋଜ ଦାସଙ୍କ ନାମରେ ଏହି ସଂସ୍କରଣଟି ଉତ୍ସର୍ଗୀତ କରାଯାଇଛି । ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପାଇଁ ଏହି ସଂସ୍କରଣଟିର ସମ୍ପାଦକୀୟ ପୃଷ୍ଠାକୁ ଖାଲି ରଖାଯାଇଛି ଏବଂ ସ୍ୱର୍ଗତ ଦାସଙ୍କ ସହ ଜଡ଼ିତ କେତୋଟି ଲେଖା ଏହି ସଂସ୍କରଣରେ ସ୍ଥାନ ପାଇଛି । ୪୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିର ପ୍ରଚ୍ଛଦରେ ପଦ୍ମଭୂଷଣ…

ଅଧିକ ପଢ଼ନ୍ତୁ
25th Edition of Shubhapallaba e-magazine released on Utkala Dibasa

ଉତ୍କଳ ଦିବସ ଅବସରରେ ଶୁଭପଲ୍ଲବ ଇ-ପତ୍ରିକାର ୨୫ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧ ଅପ୍ରେଲ ୨୦୨୧): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୫ଶ ସଂସ୍କରଣ ଆଜି ଉତ୍କଳ ଦିବସ ଅବସରରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୧୯ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in,…

ଅଧିକ ପଢ଼ନ୍ତୁ
Shankhanad by Shankhanada Inaugurated on Classical Odia Language Day

ପ୍ରମୋଦ ପଣ୍ଡାଙ୍କ ଶଙ୍ଖନାଦ ଉନ୍ମୋଚିତ

ଭଦ୍ରକ: ଗତକାଲି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ତଥା ମହାଶିବରାତ୍ରୀ ଅବସରରେ ଶୁଭପଲ୍ଲବ ପ୍ରକାଶନର ପ୍ରଥମ ପୁସ୍ତକ ଶଙ୍ଖନାଦ ଏକ ଜୁମ୍ କଲ୍ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ପ୍ରମୋଦ ପଣ୍ଡାଙ୍କ ରଚିତ ଏହି ଗଳ୍ପ ସଂକଳନଟିର ଉନ୍ମୋଚନ ଉତ୍ସବରେ ଲୋକପ୍ରିୟ ଲେଖିକା ଡ. ସୁଲଗ୍ନା ମହାନ୍ତି, ସମ୍ବାଦ ଉପସ୍ଥାପିକା ଇତିଶ୍ରୀ ନାୟକ, ରିପୋର୍ଟର୍ ସୌମ୍ୟା ପରିଡ଼ା, ଯୁବ ଉଦ୍ୟୋଗପତି ମୟୂରେଶ ଦାଶ, କବି ତୃପ୍ତି ରଞ୍ଜନ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ନିଜ…

ଅଧିକ ପଢ଼ନ୍ତୁ