Mo Preranadayini Maa (ମୋ ପ୍ରେରଣାଦାୟିନୀ ମାଆ) by Bidisha Patrao

ମୋ ପ୍ରେରଣାଦାୟିନୀ ମାଆ

ମାଆ… ସମସ୍ତଙ୍କ ଜୀବନରେ ଏହି ବ୍ୟକ୍ତିତ୍ୱଙ୍କର ସ୍ଥାନଟି ଅତୂଳନୀୟ । ମାନୁଛି ଯେ, ଏହି ଶବ୍ଦ ଦୁନିଆର ସବୁଠାରୁ ଛୋଟ ଶବ୍ଦ କିନ୍ତୁ ତା’ ଠାରୁ ବଡ଼ ମଧ୍ୟ ଦୁନିଆରେ କିଛି ନାହିଁ… ଆଉ କିଛି ମଧ୍ୟ ନାହିଁ । ଜନନୀ, ମାତା, ବୋଉ… ଏମିତି ବହୁତ ନାମ ଅଛି ତାଙ୍କର । ମୋ ଜୀବନରେ ମୋ ମାଆଙ୍କ ସ୍ଥାନ ସର୍ବୋଚ୍ଚ, ଅତୂଳନୀୟ । ତାଙ୍କ ପ୍ରତି ଥିବା ଅସୀମ ଭଲପାଇବାକୁ ବର୍ଣ୍ଣନା କରିବା ପାଇଁ ମୋ…

ଅଧିକ ପଢ଼ନ୍ତୁ
Mo Hati Tiari Chakuli (ମୋ ହାତ ତିଆରି ଚକୁଳି) by Snigdhalaxmi Priyadarsini Mohapatra

ମୋ ହାତ ତିଆରି ଚକୁଳି

ଛୋଟବେଳୁ ଚକୁଳି ପିଠା (Chakuli Pitha) ମୋର ଭାରି ପସନ୍ଦ । ସରୁ ସରୁ ଚକୁଳି ସହ ଆଳୁ ମଟର ତରକାରୀ । ଆହାଃ ! ଭାବିଲେ ପାଟିରୁ ଲାଳ ବାହାରି ଆସେ । ପିଠା ହେଲେ ବହୁତ ଖୁସି ମୁଁ । କ’ଣ କରିବା ଖାଇବା ପ୍ରତି ଟିକେ ଦୁର୍ବଳ ମୁଁ । ଘରେ ଯାହା ବି ଖାଇବା ଜିନିଷ ରୋଷେଇ ହେଉ ମୋତେ ଆଗ ଦିଆ ଯିବ କି ଚାଖିବା ପାଇଁ । ସେଦିନର…

ଅଧିକ ପଢ଼ନ୍ତୁ
Pathika Kahani (ପଥିକ କାହାଣୀ) by Amrutanshu Panda

ପଥିକ କାହାଣୀ

ଦିନେ ବାଟରେ ଯାଉ ଯାଉ ଏଇ ମଉସାଙ୍କ ସହ ଭେଟ ହେଲା ତାଙ୍କ ତାଳ ସଜର ଦୋକାନ ଦେଖି । ପଚାରିଲି କେତେ ଟଙ୍କା ବୋଲି? ମଉସା କହିଲେ ୧୦କୁ ୩ଟା ଆଖି । କହିଲି ହଉ ଫଟାଫଟ ୧୮ଟି ଦିଅ । ମଉସା ସେତିକି କରୁ କରୁ, କୌତୁହଳରେ ପଚାରିଲି, “ମଉସା ତମ ବୟସ କେତେ ହେବ?” ଗୋଟେ ରୁକ୍ଷ ହେଇଯାଇଥିବା କଣ୍ଠରେ କହିଲେ ତିନି କୋଡ଼ି ଦଶ । ମୁଁ ମନେ ମନେ ଭାବିଲି…

ଅଧିକ ପଢ଼ନ୍ତୁ
Mo Bou (ମୋ ବୋଉ) by Viswanath Kinkar Rout

ମୋ ବୋଉ

ଦିନ ୧୧ଟାରେ ଘରେ ପହଞ୍ଚିଲି । ଭିତରକୁ ପଶୁପଶୁ ବାପା ପଚାରିଲେ, “କିରେ ! ସକାଳ ୭ଟାରେ ପହଞ୍ଚିବୁ କହିଥିଲୁ । ଲେଟ୍ କାହିଁକି ହେଲା?” ମୁଁ କହିଲି, “କୋଣାର୍କ ଏକ୍ସପ୍ରେସ୍ ଲେଟ୍‌ରେ ଆସିଲା । ଟିକୁ ଆଉ ଝିଅ (ମୋ ସାନ ଭାଇ ଓ ଭଉଣୀ) ତ ସ୍କୁଲ ଯାଇଥିବେ । ବୋଉ କୁଆଡ଼େ ଗଲା କି?” “ବୋଧେ ସେପଟ ରୋଷେଇ ଘର ଚାଳିରେ ଥିବ । ବାଟରେ କିଛି ଖାଇ ନଥିବୁ ତ? ହଉ…

ଅଧିକ ପଢ଼ନ୍ତୁ
Mo Priyara Chakuli (ମୋ ପ୍ରିୟର ଚକୁଳି) by Arshi Upasana Kar

ମୋ ପ୍ରିୟର ଚକୁଳି

ଉଦୁଉଦିଆ ଖରା ସମୟଟାରେ ବସ୍‌ର ଠେଲାପେଲା ଭିତରେ ମୁଁ ଠିଆ ହେଇଥାଏ । ଗାଡ଼ି ଯିବ କଟକରୁ ନୟାଗଡ଼ । ସବୁ ସିଟ୍ ଫୁଲ୍, ବସିବାକୁ ବି ଜାଗାଟିଏ ନଥାଏ । ଠିଆ ହେଇ ହେଇ ମୁଁ ବିରକ୍ତ ହେଇଯାଇଥିଲି, ସେଥିପାଇଁ ବ୍ୟାଗ୍‌ରୁ ଫୋନ୍ କାଢ଼ି ଗୀତ ଶୁଣୁଥାଏ । ଆଉ ତା’ ଭିତରେ ଟୁଇଟର, ଫେସବୁକ୍, ଇନଷ୍ଟା, ହ୍ୱାଆଟ୍ସାପ୍ ଆଡ଼େ ମଧ୍ୟ ଘେରାଏ ବୁଲି ଆସିଲିଣି । ଆଉ ବସ୍ ଭିତର ଅବସ୍ଥା ତ ନ…

ଅଧିକ ପଢ଼ନ୍ତୁ