ଅଭିନେତା ଅସୀତ ପଟ୍ଟନାୟକଙ୍କ ସହ ମନଖୋଲା ଆଳାପ
ନାମ– ଅସୀତ ପଟ୍ଟନାୟକ ଜନ୍ମ– ୨ ଅକ୍ଟୋବର ୧୯୯୬ ବାପା– ଆଲୋକ ପଟ୍ଟନାୟକ ମାଆ– ଉର୍ମିଳା ପଟ୍ଟନାୟକ ଘର– କୁଜଙ୍ଗ, ଜଗତସିଂହପୁର କଳାକାରଟିଏ ବିଭିନ୍ନ ସୋପାନରୁ ଅନେକ କିଛି ଶିଖିଥାଏ । ଆଜି ସେମିତି ଜଣେ କଳାକାରଙ୍କ ସହ କିଛିଟା ଆଲୋଚନା କରିବା, ଯିଏକି ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏକ ୟୁ-ଟ୍ୟୁବ୍ ଭିଡିଓରୁ ଏବଂ ପରେ ଟିଭିରେ ନାଟ୍ୟ ରୂପାନ୍ତରଠାରୁ ଆରମ୍ଭ କରି ଅନେକ ଚିରିତ୍ରରେ ଅଭିନୟ କରିବା ସହ ନିଜେ ବିଭିନ୍ନ ମ୍ୟୁଜିକ୍…