Ramayanara-Nidarsana

ରାମାୟଣର ନିଦର୍ଶନ

ଯୁଗେ ଯୁଗେ ରାକ୍ଷସମାନଙ୍କ ସଂହାର ପାଇଁ ଭଗବାନ ଧରିଥାନ୍ତି ଅସ୍ତ୍ର । କେବେ ସେ ଦ୍ୱାପର ଯୁଗର ଶ୍ରୀକୃଷ୍ଣ ତ କେବେ ତ୍ରେତୟା ଯୁଗର ରାମଚନ୍ଦ୍ର ସାଜି । ଆଉ ଛାଡ଼ିଯାଆନ୍ତି କିଛି ସତ୍ୟ-ଆଦର୍ଶର ଗାଥା ଯାହା ଯୁଗ ଯୁଗକୁ ମନୁଷ୍ୟ ସମାଜର ମଙ୍ଗଳ ପାଇଁ ବାର୍ତ୍ତା ବହନ କରେ । ପ୍ରଚଣ୍ଡ ରୌଦ୍ରତାପରେ କରୋନାରୂପୀ ମହାମାରୀ ରାକ୍ଷସର କରାଳ ଛାୟା ତଳେ ଯେତେବେଳେ ମଣିଷ ଜର୍ଜରିତ, ସେତେବେଳେ ସେ ଆସ୍ଥା ପ୍ରକଟ କରିଛି ଧର୍ମମାର୍ଗ ଓ ଇଶ୍ୱରଙ୍କ ଉପରେ । ରାମାୟଣର…

ଅଧିକ ପଢ଼ନ୍ତୁ
କୋରୋନାର କରୁଣା

କରୋନାର କରୁଣା

ଆଜି କରୋନାକୁ ନେଇ ଆମେ ସମସ୍ତେ ବ୍ୟତିବ୍ୟସ୍ତ । କାରଣ, ଏ ନୋଭେଲ କରୋନାର ଭୂତାଣୁ ଏକଦମ୍ ନୂଆ । ଆଉ ପୁରୁଣା କରୋନାଠୁ ବହୁଗୁଣରେ ବଳଶାଳୀ ବି । ଯାହାକୁ ନେଇ ସାରା ବିଶ୍ୱର ଅନେକ ମୁଖିଆ ରାଷ୍ଟ୍ରମାନଙ୍କରେ ତାଟି-କବାଟ ପଡ଼ିଗଲାଣି । ଆଉ ଆମ ଦେଶ ବି ଇଟାଲି, ଆମେରିକା ଓ ସ୍ପେନ ଭଳି ଦେଶର ସ୍ଥିତି ଦେଖି ଶିଖିଛନ୍ତି, ସଂକ୍ରମଣ ଉପରୁ ନିୟନ୍ତ୍ରଣ ହରାଇବା ପୂର୍ବରୁ ଆଗୁଆ ପଦକ୍ଷେପ ସ୍ୱରୂପ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ବି ଘୋଷଣା କରିଛନ୍ତି । ଦିଲ୍ଲୀରୁ…

ଅଧିକ ପଢ଼ନ୍ତୁ
CoronaVirus

କରୋନା ପାଇଁ ସତର୍କ ଘଣ୍ଟି

ଯଦି ଆପଣମାନେ ସାଙ୍ଗମାନଙ୍କ ସହିତ ବୁଲୁଛନ୍ତି, ରେଷ୍ଟୁରାଣ୍ଟକୁ ଯାଉଛନ୍ତି, ଏବଂ ଭାବୁଛନ୍ତି କରୋନା କିଛି ନୁହେଁ, ତେବେ ସଜାଗ ହେବା ଆରମ୍ଭ କରିଦିଅନ୍ତୁ । ଆଉ ହଁ ଏହି ନିମ୍ନଲିଖିତ ପ୍ରସଙ୍ଗଟି ନିଶ୍ଚିତ ରୂପେ ପଢ଼ନ୍ତୁ, ଯାହାକି ଜଣେ ଇଟାଲୀୟ ନାଗରିକଙ୍କ ଲେଖାର ଅନୁବାଦ ଅଟେ । “ପୃଥିବୀବାସୀ, ତୁମମାନଙ୍କର ଲେଶ ମାତ୍ର ଜ୍ଞାନ ନାହିଁ ଯେ ତୁମ ପାଖକୁ କ’ଣ ଆସୁଛି?” (ଥେନସ୍ ଆସୁଛି…. ନା, ତା’ଠାରୁ ବି ଭୟଙ୍କର ହେଇପାରେ ଏହି ଘଟଣା ।) “ଯେହେତୁ ସମସ୍ତେ ଜାଣନ୍ତି,…

ଅଧିକ ପଢ଼ନ୍ତୁ
Corona Virus

କରୋନା !

କଟକ ପାରାଦ୍ୱୀପ ରାସ୍ତାର, କନ୍ଦରପୁର ଛକ; ସମୟ ସନ୍ଧ୍ୟା ସାଢ଼େ ଛଅଟା ପାଖାପାଖି ହେବ । ଟୋଲ୍ ଗେଟ୍ ପାରି ହୋଇ ଯାଉ ଯାଉ ହଠାତ୍ ରାସ୍ତା ପାର୍ଶ୍ୱରେ କରୋନା ଭାଇରସ ଲେଖା । ଆଉ ଭିଡ଼ ଦେଖି ମୁଁ ବି ଠିଆ ହୋଇଗଲି । ଟିକେ ଦୂରରେ ବାଇକ୍‌କୁ ରଖି ଚାଲିଲି ଦେଖିବାକୁ କଥା କ’ଣ? ପାଖରେ ପହଞ୍ଚି ଦେଖିଲା ବେଳକୁ ଗୋଟିଏ ମାଆ କୁକୁର, ଆଉ ତିନୋଟି ଛୋଟ କୁକୁର ଛୁଆଙ୍କ ଗୋଡ଼ ବାନ୍ଧି ଦେଇ, ତାଙ୍କ ପିଠିରେ…

ଅଧିକ ପଢ଼ନ୍ତୁ
Surgical Strike on Indian Economy (ଭାରତୀୟ ଅର୍ଥନିତୀ ଉପରେ ସର୍ଜିକାଲ ଷ୍ଟ୍ରାଇକ୍)

ଭାରତୀୟ ଅର୍ଥନିତୀ ଉପରେ ସର୍ଜିକାଲ ଷ୍ଟ୍ରାଇକ୍

କ’ଣ ବାସ୍ତବରେ ଭାରତର ୨୦୨୪ ସୁଦ୍ଧା ୫ ଟ୍ରିଲିଅନ ଡଲାର ଅର୍ଥନିତୀର ସ୍ୱପ୍ନ ସାକାର ହେବ? ପ୍ରଧାନମନ୍ତ୍ରୀଙ୍କର ଏହି ସ୍ୱପ୍ନକୁ ପୂରଣ କରିବାକୁ ହେଲେ ଭାରତକୁ ଶତକଡ଼ା ୮ରୁ ୯ ପ୍ରତିଶତ ହାରରେ ଅଭିବୃଦ୍ଧି କରିବାକୁ ହେବ । କ’ଣ ଏହା ସମ୍ଭବ? ୫ ବର୍ଷରେ ୫ ଟ୍ରିଲିଅନ ଅର୍ଥନିତୀ ଅର୍ଥନିତୀଜ୍ଞଙ୍କ ମତରେ ପ୍ରାୟତଃ ଅସମ୍ଭବ । ସଂପ୍ରତି ଭାରତରେ ଅର୍ଥନିତୀ ୨.୮ ଟ୍ରିଲିଅନ ଡଲାରରେ ପହଞ୍ଚିଛି । ୧.୮ ରୁ ୨.୮ ଟ୍ରିଲିଅନ ପହଞ୍ଚିବାକୁ ଭାରତକୁ ୧୦ ବର୍ଷ ଲାଗିଥିଲା ।…

ଅଧିକ ପଢ଼ନ୍ତୁ