Bhasa, Sahitya O Sanskruti (ଭାଷା, ସାହିତ୍ୟ ଓ ସଂସ୍କୃତି) by Bijaylaxmi Dash

ଭାଷା, ସାହିତ୍ୟ ଓ ସଂସ୍କୃତି

ଭାଷା, ସାହିତ୍ୟ ଓ ସଂସ୍କୃତି – ତିନିଗୋଟି ଭିନ୍ନଭିନ୍ନ ପରିଧିରେ ଅବସ୍ଥାନ କରୁଥିଲେ ମଧ୍ୟ ଏମାନଙ୍କ ଭିତରେ ଏକ ଅନ୍ତଃର୍ନିହିତ ଯୋଡ଼ଣ ରହିଛି । ପ୍ରଥମେ ଆମେ ଭାଷା କଥା କହିବା । ଆମ ଭାଷା ପ୍ରାଚୀନତମ ଭାଷା । ଅତୀତରେ ଆମ ଭାଷାକୁ ଉଡ଼୍ର ଭାଷା କୁହାଯାଉଥିଲା । ପରବର୍ତ୍ତୀ ସମୟରେ ଏହାକୁ କାଳିଙ୍ଗୀପ୍ରାକୃତ କୁହାଗଲା । ଦଶମ / ଏକାଦଶ ଶତାବ୍ଦୀରୁ ଆମ ଭାଷା ଲୋକମୁଖରେ ପ୍ରଚଳିତ ହେଲା । ପଞ୍ଚଦଶ ଶତାବ୍ଦୀରେ ପୁରାଣକାର ମାଟିର ମହାକବି ସାରଳା ଦାସ ମହାଭାରତ, ଚଣ୍ଡୀପୁରାଣ…

ଅଧିକ ପଢ଼ନ୍ତୁ
Haerae Bichitra Sansara (ହାଏରେ ବିଚିତ୍ର ସଂସାର) by Dhirendra Behera

ହାଏରେ ବିଚିତ୍ର ସଂସାର

କର୍ମ ତେଣିକି ଯାହା ହେଉନା କାହିଁକି; ଏକ ଲୋଭୀ ମନୁଷ୍ୟ କୌଣସି ନା କୌଣସି ଏକ ଉପାୟ କରି ଅର୍ଥ ସଞ୍ଚୟ କରିବାକୁ ସତତ ଚେଷ୍ଟିତ ଥାଏ । କିନ୍ତୁ କପଟାଚରଣ ଦ୍ୱାରା ଅଳ୍ପ ଅଳ୍ପ କରି ଅନ୍ୟର ଧନକୁ ଲୁଟି, ନିଜ ବ୍ୟାଙ୍କରେ ହଜାରହଜାର ଟଙ୍କା ସଞ୍ଚୟ କରିବା ଦ୍ୱାରା ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହେଇଥାଏ । ତଥାପି ଲୋଭୀ ମନୁଷ୍ୟଟେ ଏ କଥାଟିକୁ ଜାଣି ମଧ୍ୟ ଏପରି ଦୁର୍ନୀତି କରିବାକୁ ପଛାଏ ନାହିଁ । ଆଜିକାଲି ଲକ୍ଷ ଲକ୍ଷ…

ଅଧିକ ପଢ଼ନ୍ତୁ
Odia Essay on Mukti Salita Baji Rout (ମୁକ୍ତିସଳିତା ବାଜି ରାଉତ) by Souvagya Ranjan Mohapatra

ମୁକ୍ତିସଳିତା ବାଜି ରାଉତ

ଭାରତ ଇଂରେଜମାନଙ୍କ କବଳରେ ପରାଧୀନ ହେବାପରେ ଦେଶକୁ ସ୍ଵାଧୀନ କରିବା ପାଇଁ ବହୁ ସ୍ଵାଧୀନତା ସଂଗ୍ରାମୀମାନେ ବଳିଦାନ ଦେଇଛନ୍ତି । ସ୍ଵାଧୀନତା ସଂଗ୍ରାମରେ ସଂଗ୍ରାମୀଙ୍କର ବଳିଦାନ ଇତିହାସର ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲେଖାଯାଇଛି । ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଯାଏଁ ବହୁ ଅମର ପୁରୁଷଙ୍କ ନାମ ଦେଶର ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ସ୍ଵାଧୀନତା ସଂଗ୍ରାମରେ କେତେ ଯେ ମହାମନୀଷି ବଳିଦାନ ଦେଇଛନ୍ତି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି…

ଅଧିକ ପଢ଼ନ୍ତୁ
Odia Essay on Ahankara o Bhagabana (ଅହଙ୍କାର ଓ ଭଗବାନ) by Bidisha Patro

ଅହଙ୍କାର ଓ ଭଗବାନ

ମନୁଷ୍ୟ ହେଉଛି ଭଗବାନଙ୍କ ସର୍ବୋତ୍ତମ ସୃଷ୍ଟି । କିନ୍ତୁ ଏହି ସର୍ବୋତ୍ତମ ସୃଷ୍ଟି ସମୂଳେ ବିଧ୍ୱଂସ ହେବାକୁ ବସେ, ଯେତେବେଳେ ଅହଙ୍କାର ରୂପୀ ରାକ୍ଷାସ ତାକୁ ଗ୍ରାସ କରିବା ଆରମ୍ଭ କରେ । ଏହି ଅହଙ୍କାର ଯୋଗୁଁ ସେ ଅଜ୍ଞାନ ରୂପକ ଅନ୍ଧକାରରେ ସମ୍ପୂର୍ଣ୍ଣ ରୂପେ ଅନ୍ଧ ହୋଇଯାଏ । ତାକୁ ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ ବିବେଚିତ କରୁଥିବା ସମସ୍ତ ଗୁଣ ଏହି ଅନ୍ଧକାର ମଧ୍ୟରେ ଲୀନ ହୋଇଯାଏ ଏବଂ ଏହି କାରଣରୁ ସେ ପଥଭ୍ରଷ୍ଟ ହୋଇ କୁକର୍ମ କରିବା ଆରମ୍ଭ…

ଅଧିକ ପଢ଼ନ୍ତୁ
Tulasi Kshetrara Mahatmya (ତୁଳସୀ କ୍ଷେତ୍ରର ମାହାତ୍ମ୍ୟ) by Debabrat Das

ତୁଳସୀ କ୍ଷେତ୍ରର ମାହାତ୍ମ୍ୟ

ବୃନ୍ଦାୟା କ୍ଷେତ୍ରମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥଂ ନାନାଳଙ୍କାର ଭୂଷଂ ଶଶଧର ସଦୃଶଂ ବାସୁଦେବାଗ୍ରଜାତମ୍ ଭଦ୍ରାୟାଃ ଦକ୍ଷଭାଗେ ଫଣିବର ଶୀରସଂ ଦେବ ଦେବେନ୍ଦ୍ର ପୂଜ୍ୟମ୍ ବନ୍ଦେ ରୁଦ୍ରାଦି ଚଣ୍ଡିଗଣ ସୁପରିବୃତଂ ରାମମାଣିକ୍ୟ ମୂର୍ତ୍ତିମ୍ । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ଅନ୍ୟନାମ ଶ୍ରୀକ୍ଷେତ୍ର ଭଳି ଗୁପ୍ତକ୍ଷେତ୍ରର (କେନ୍ଦ୍ରାପଡ଼ା) ଅନ୍ୟନାମ ତୁଳସୀକ୍ଷେତ୍ର । ମା’ ମହାଲଷ୍ମୀଙ୍କୁ ନେଇ ଶ୍ରୀକ୍ଷେତ୍ରର ନାମକରଣ କରାଯାଇଥିବା ବେଳେ ଶ୍ରୀ ବଳଦେବଜୀଉଙ୍କ ପତ୍ନୀ ତୁଳସୀ ଦେବୀଙ୍କୁ ନେଇ କେନ୍ଦ୍ରାପଡ଼ାର ନାମକରଣ ତୁଳସୀକ୍ଷେତ୍ର ହୋଇଛି । ତୁଳସୀ କ୍ଷେତ୍ରର ମାହାତ୍ମ୍ୟ ଅନୁଯାୟୀ…

ଅଧିକ ପଢ଼ନ୍ତୁ