Kancha-Amba-Khata

କଞ୍ଚାଆମ୍ବ ଖଟା

ଆମ୍ବ ପ୍ରାୟ ସଭିଙ୍କର ପ୍ରିୟ ହୋଇଥାଏ । ଏବେ ତ ଆମ୍ଭର ଋତୁ ଆରମ୍ଭ ହେଇଗଲାଣି ଆଉ ବଜାରରେ ମଧ୍ୟ ପାଚିଲା ଆମ୍ବର ଦୋକାନ ସହ ବିଭିନ୍ନ ପ୍ରକାରର ଆମ୍ବରସ ବିକ୍ରି ଆରମ୍ଭ ହୋଇଗଲାଣି । ଆମ୍ବ କଷିହେବାଠାରୁ ଲୋକେ ଏହାକୁ ଭିନ୍ନ ଭିନ୍ନ ପ୍ରକାରେ ଖାଇବା ଆରମ୍ଭ କରିଦେଇଥାନ୍ତି । କେହି କେହି କଷି ଆମ୍ବର ରସକୁ ପଖାଳରେ ମିଶେଇ ଖାଆନ୍ତି ତ କେହି ଆମ୍ବକୁ ଭଜା ବଡ଼ି ସହିତ ଛେଚି ଖାଇଥାନ୍ତି । ଆମ୍ବ ପାଚିବା ପୂରରୁ ଏବେ କଞ୍ଚା…

ଅଧିକ ପଢ଼ନ୍ତୁ
kadali-manja-besara

କଦଳୀ-ମଞ୍ଜା ବେସର

ବେସର ହେଉଛି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ମୁଖ୍ୟତଃ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଏ । ଆଉ କେବେକେବେ ଖାଲି ସୋରିଷ, ରସୁଣ, ଜିରାକୁ ମିଶାଇ ମଧ୍ୟ ପ୍ରସ୍ତୁତ କରାଯାଏ । ବେସର ବଟାରେ ପରିବା କିମ୍ବା ମାଛ ଆଦି ମିଶାଇ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ କରାଯାଏ । ଆଜି ସେମିତି ଏକ ବେସର ଦିଆ ସୁଆଦିଅ ତରକାରୀ ପ୍ରସ୍ତୁତ କରିବା ଚାଲନ୍ତୁ । ଆମେ ଗଛର ପତ୍ରଠାରୁ ଚେର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଖାଦ୍ୟ…

ଅଧିକ ପଢ଼ନ୍ତୁ
Chaula Bara

ଚାଉଲ୍ ବରା

ଭାରତର ପ୍ରାୟ ସମସ୍ତ ଅଞ୍ଚଳରେ ସକାଳର ଜଳଖିଆ ଭାବରେ ଖିଆ ଯାଉଥିବା ଖାଦ୍ୟ ହେଉଛି ବରା, ଯହାକି ବିଭିନ୍ନ ଅଞ୍ଚଳରେଏ ବିଭିନ୍ନ ନାମରେ ଖିଆଯାଏ । ଆମେ ସିନ ଓଡ଼ିଆରେ ବରା ବୋଲି କହୁ ହେଲେ ସ୍ଥାନ ନେଇକି ଏହାକୁ ବଡ଼ା, ବଡ଼େ, ବଡ଼ାଇ ମଧ୍ୟ କୁହାଯାଏ । ଦକ୍ଷିଣ ଭାରତ ଆଡ଼େ ଗଲେ ଆମେ କୁହନ୍ତି ମେଦୁ ବଡ଼ା ଓ ପଶ୍ଚିମ ଭାରତର ଆଳୁ ବଡ଼ା; ପୁଣି ମୁମ୍ବାଇ ଗଲେ ସେ ବଡ଼ା-ପାଓ । ହେଲେ ଓଡ଼ିଶାରେ ମୁଖ୍ୟତଃ ବିରିବରା,…

ଅଧିକ ପଢ଼ନ୍ତୁ