ଲିପ୍‌ଷ୍ଟିକ୍ - ସଂଗ୍ରାମ କେଶରୀ ସେନାପତିଙ୍କ ପୁସ୍ତକ ସମୀକ୍ଷା (Lipstick Book Review)

ପୁସ୍ତକ ସମୀକ୍ଷା: ଲିପ୍‌ଷ୍ଟିକ୍

“ଲିପ୍‌ଷ୍ଟିକ୍” ଆଜିକା ଦୁନିଆର ଏମିତି ଏକ ଜିନିଷ ଯାହା ବିନା ବୋଧେ ସାଧାରଣରୁ ସାଧାରଣ ମେକଅପ୍ ବିଷୟରେ ଭାବିବା ଅସମ୍ଭବ । ସେଇଥିପାଇଁ ବୋଧେ ଲିପ୍‌ଷ୍ଟିକ୍ ସବୁବେଳେ ଥାଏ ଚର୍ଚ୍ଚରେ ଆଉ ଦର ବି ତା’ର ଆକାଶରେ । ଥରେ ମୁଁ ମୋର ଜଣେ ମହିଳା ବନ୍ଧୁଙ୍କୁ ଏମିତି ପଚାରିଦେଇଥିଲି, “ଆରେ ଲିପ୍‌ଷ୍ଟିକ୍ କିଣିଲାବେଳେ ତମେ କ’ଣ ଦେଖିକି କିଣ?” ସେ ଉତ୍ତର ଦେଇଥିଲେ, “ଖାଲି ରଙ୍ଗ, ଆଉ ଗାଢ଼ ଗୋଲାପୀ ମୋର ପସନ୍ଦ । ତେଣିକି ସେ ଯେତେ ବି…

ଅଧିକ ପଢ଼ନ୍ତୁ
Anira Rosei Ghara - Book Review

ପୁସ୍ତକ ସମୀକ୍ଷା: ଆନିର ରୋଷେଇଘର

ନିଉଟନଙ୍କ ପ୍ରଥମ ନିୟମ କହେ ଯେ, “ଯେଉଁ ପର୍ଯ୍ୟନ୍ତ କୌଣସି ବାହ୍ୟ ଶକ୍ତିର ପ୍ରଭାବ ନ ପଡ଼ିଛି ସେ ଯାଏଁ ସ୍ଥିର ବସ୍ତୁ ସ୍ଥିର ରହେ ଓ ଗତିଶୀଳ ବସ୍ତୁ ଗତିଶୀଳ । ଆନିର ରୋଷେଇଘର ଉପନ୍ୟାସ ବି କିଛି ସେହିଭଳି ହେଇଛି । ଥରେ ପଢ଼ିବା ଆରମ୍ଭ କଲେ ଆପଣ ଗୋଟେ ପରେ ଗୋଟେ ପୃଷ୍ଠା ପଢ଼ି ଚାଲିବେ, ଭାବୁଥିବେ ଏଇଠି ରଖିଦେଇ ନିଜର କିଛି କାମ କରିଦେବି କିନ୍ତୁ ପାରୁନଥିବେ । ମୋର ଅବସ୍ଥା କିଛି ସେଇଭଳି ହେଇଛି ।…

ଅଧିକ ପଢ଼ନ୍ତୁ

ପୁସ୍ତକ ସମୀକ୍ଷା: ଶଙ୍ଖନାଦ

ଗାଳ୍ପିକ ପ୍ରମୋଦ କୁମାର ପଣ୍ଡାଙ୍କ ଗଳ୍ପ ସଂକଳନ “ଶଙ୍ଖନାଦ” ପଢ଼ିବାର ସୁଯୋଗ ପାଇଲି । ଶୁଭପଲ୍ଲବ ପବ୍ଲିକେଶନ୍‌ ଦ୍ୱାରା ପ୍ରକାଶିତ ୧୬୦ ପୃଷ୍ଠାର ଗଳ୍ପ ସଂକଳନଟିର ପ୍ରଚ୍ଛଦପଟ ମନଲୋଭା ହୋଇଛି । ଏଥିରେ ଥିବା ଆଠଟି ଗଳ୍ପ ଦ୍ୱାରା ସମାଜର ବାସ୍ତବିକତା ଓ ବିଭିନ୍ନ ପ୍ରକାରର ମନୁଷ୍ୟର ଚିନ୍ତାଧାରାକୁ ଲେଖକ ପ୍ରକାଶ କରି ସମାଜକୁ ସଚେତନତାର ବାର୍ତ୍ତା ଦେବାକୁ ପ୍ରଚେଷ୍ଟା କରିଛନ୍ତି । ପ୍ରଥମ ଗଳ୍ପ “ଆଦିକନ୍ଦ ମାଧବ” ଜୀବନ ଦର୍ଶନ ଉପରେ ପର୍ଯ୍ୟବେଷିତ । “ମୁଁ”ର ପରିଭାଷା ଚମତ୍କାର ଭାବେ ବର୍ଣ୍ଣନା…

ଅଧିକ ପଢ଼ନ୍ତୁ