Book Review Galpakanti (ଗଳ୍ପକାନ୍ତି) by Himanshu Bhushan Sahoo

ଚନ୍ଦ୍ରକାନ୍ତିଙ୍କ ଦିନଲିପିରୁ…

ଗଳ୍ପ ଲେଖିବା ଶୈଳୀ ମୁଖ୍ୟତଃ ଶବ୍ଦସଜା, ଅଭିଜ୍ଞତା, କଳ୍ପନାଜଳ୍ପନା ଓ ପ୍ରତ୍ୟକ୍ଷତା ଉପରେ ଅଧିକ ନିର୍ଭର କରେ । ବେଳେବେଳେ ଶେଷ ଦୁଇଟି ଶୈଳୀରେ ଚାଳିଯାଏ । କିନ୍ତୁ, ଯଦି ଗଳ୍ପରେ ଏ ସବୁ ଉପାଦାନ ରହେ ! ତେବେ ? ମୋ ମତରେ ତାହା ଜୀବନ୍ତରୁ ଜୀବନ୍ତକ ହୋଇଉଠେ ପାଠକଙ୍କ ପାଇଁ । ଲାଗେ ଗଳ୍ପ ନୁହେଁ, ଲାଗେ କେହିଜଣେ ଝରକା ସେପାଖେ ମୁହଁଟି ଗଳେଇ ଦେଖୁଛି ସୁଖଦୁଃଖର ସଂସାର ଏବଂ ଆମେ ବୁଝିପାରୁଥିବା ଭାଷା…

ଅଧିକ ପଢ଼ନ୍ତୁ
Madam President Book Review by Nidhi Aja

ପୁସ୍ତକ ସମୀକ୍ଷା: ମାଡାମ୍ ପ୍ରେସିଡେଣ୍ଟ (Madam President)

ପୁସ୍ତକ ନାମ : Madam President (The Biography of Droupadi Murmu) ଲେଖକ: ସନ୍ଦୀପ ସାହୁ (@geminianguddu) ପ୍ରକାଶକ: Penguin Books Genre: Non Fiction ପୃଷ୍ଠା : 252 ମୂଲ୍ୟ : ₹ 299.00 (paperback) ଲେଖକ ପରିଚୟ: ଲେଖକ ଶ୍ରୀଯୁକ୍ତ ସନ୍ଦୀପ ସାହୁ ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର । ସେ ସମ୍ବାଦ, ଓଟିଭି, Outlook, BBC ଆଦି ସଂସ୍ଥା ପାଇଁ କାର୍ଯ୍ୟ କରିଛନ୍ତି । ସାମ୍ପ୍ରତିକ ଘଟଣାବଳୀକୁ ନେଇ ନିଜର ନିରପେକ୍ଷ…

ଅଧିକ ପଢ଼ନ୍ତୁ
Akankshita Sandhyatie Book Review by Soumya Ranjan Pal

ପୁସ୍ତକ ସମୀକ୍ଷା: ଆକାଂକ୍ଷିତ ସନ୍ଧ୍ୟାଟିଏ

ଆକାଂକ୍ଷିତ ସନ୍ଧ୍ୟାଟିଏ ହେଉଛି ଡ. ତୃପ୍ତିରଞ୍ଜନ ଦାସଙ୍କ ରଚିତ ପ୍ରଥମ କବିତା ସଂକଳନ, ଯାହାକି ଶାନ୍ତିସେନା ପ୍ରକାଶନ ଦ୍ୱାରା ପ୍ରକାଶ ପାଇଥିଲା । ପ୍ରଥମ ସଂସ୍କରଣ ଯେତେବେଳେ ପ୍ରକାଶ ପାଇଥିଲା, ମାତ୍ର କେଇଟା ଦିନରେ ସମସ୍ତ ପୁସ୍ତକ ବିକ୍ରି ହୋଇଯାଇଥିଲା, ଯେଉଁଥିପାଇଁ ଆମକୁ ମିଳିବାକୁ ଏତେ ସମୟ ଲାଗିଗଲା । କିଛି ଏମିତି ଆରମ୍ଭ ହଉ ସମ୍ପର୍କ, ଯେଉଁଠି ଆବେଗର ପ୍ରଭାବରେ ପାଦ ଅତିଶୟ ଚଞ୍ଚଳ ନହଉ । ସହସ୍ର ଭାବନାର ଭିଡ଼ରେ, କଳ୍ପନାର ଚଳଚ୍ଚିତ୍ର ବାସ୍ତବକୁ ଆଖିରେ ରଖି ହିଁ…

ଅଧିକ ପଢ଼ନ୍ତୁ
The Power of Your Subconscious Mind Book Review in Odia (ପୁସ୍ତକ ସମୀକ୍ଷା: ମନ ଜଗତର ଗହନ କଥା)

ପୁସ୍ତକ ସମୀକ୍ଷା: ମନ ଜଗତର ଗହନ କଥା

ଆପଣ ଯଦି ଜଣେ ପୁସ୍ତକ ପ୍ରିୟ ମଣିଷ ହେଇଥିବେ, ତା’ହେଲେ Joseph Murphy “The Power of Your Subconscious Mind” ପୁସ୍ତକ ବିଷୟରେ ତ ନିଶ୍ଚିତ ଜାଣିଥିବେ । ଶ୍ରୀଯୁକ୍ତ ଅନନ୍ତ ଚରଣ ସ୍ୱାଇଁ ମହୋଦୟ ଏହି ପୁସ୍ତକଟିର ଓଡ଼ିଆ ଅନୁବାଦ କରିଛନ୍ତି, ଯାହାକି ପ୍ରକାଶ ପାଇଛି ପ୍ରଜ୍ଞାନ ପବ୍ଲିକେଶନ୍ ଦ୍ୱାରା । ଯଦିଓ ବହିଟି ଅନେକ ଦିନ ଧରି ମୋ ପାଖରେ ରହିଥିଲା ଏବଂ ଆମ ଆଖପାଖର ଲୋକମାନେ ଏହାକୁ ପଢ଼ିସାରିଥିଲେ, ତଥାପି ସମୟ ବାହାର କରି…

ଅଧିକ ପଢ଼ନ୍ତୁ
Amruta Phala - Eka Anubhuti (ଅମୃତ ଫଳ - ଏକ ଅନୁଭୂତି) by Nihar Kumar Dalai

ଅମୃତ ଫଳ – ଏକ ଅନୁଭୂତି

‘ଅମୃତଫଳ’ ବହିଟି ପଢ଼ିବା ସରୁ ସରୁ ମନ ଭିତରେ ନୀରବତା ଖେଳି ଯାଇଥିଲା, ସତେ ଯେମିତି ଏକ ଅଜଣା ଆସ୍ତରଣରେ ଢାଙ୍କି ହେଇଗଲା ମାନସପଟ । ଭାରି ଜଟିଳ, ଏଇ ଉପନ୍ୟାସର ବିଷୟବସ୍ତୁ । ଭାରି ଜଟିଳ, ଉପନ୍ୟାସରେ ଲେଖାଥିବା ଶବ୍ଦ-ବାକ୍ୟ-ପରିଚ୍ଛେଦର ଅନ୍ତର୍ନିହିତ ଅର୍ଥ । ତେଣୁ ଏକୁ ମାତ୍ର ଥରେ ପଢ଼ି ଏ ବିଷୟରେ କିଛି ଲେଖିବାର ଦୁଃସାହସ କ୍ଷମଣୀୟ ନହେଇପାରେ । ଏତେ ସବୁ ଜଟିଳତା ଭିତରେ, ଦୁଇ ହଜାର ବର୍ଷ ତଳର ଉଜ୍ଜୟିନୀର ରାଜା ଭର୍ତ୍ତୃହରି ଏବଂ ବିଂଶ…

ଅଧିକ ପଢ଼ନ୍ତୁ