Karmabira Gouri Shankar Ray

ମନେପଡ଼ନ୍ତି: ‘କର୍ମବୀର’ ଗୌରୀଶଙ୍କର

‘କର୍ମବୀର’ ଭାବେ ଖ୍ୟାତ ଗୌରୀଶଙ୍କର ରାୟ ହେଉଛନ୍ତି, ଓଡ଼ିଆ ସାମ୍ବାଦିକତାର ଜନକ । ତାଙ୍କ ଦ୍ୱାରା ପ୍ରକାଶିତ-ସଂପାଦିତ ‘ଉତ୍କଳ ଦୀପିକା’ ଓଡ଼ିଶାର ପ୍ରଥମ ଜାତୀୟ ସମ୍ବାଦପତ୍ର । ଗୌରୀଶଙ୍କର ପ୍ରାୟ ବାଉନ ବର୍ଷ ଏହାର ସଂପାଦକ ଦାୟିତ୍ୱ ତୁଲାଇଥିଲେ । ଏହା ସତୁରି ବର୍ଷ ଧରି ଥିଲା, ଓଡ଼ିଆ ଜାତୀୟ ଜୀବନର ବାର୍ତ୍ତାବହ ତଥା ଓଡ଼ିଶାର ମୁଖପତ୍ର । ଏହା ଓଡ଼ିଆ ଜାତୀୟ ଜୀବନକୁ ନେତୃତ୍ୱ ଦେଇଥିଲା । ଏହା ଥିଲା ଓଡ଼ିଆଙ୍କ ସୁଖ-ଦୁଃଖର ସାଥୀ ।…

ଅଧିକ ପଢ଼ନ୍ତୁ
Narayan Prasad Singh

ଗୀତିକବି ରସରାଜ: ନାରାୟଣ ପ୍ରସାଦ ସିଂହ

ପ୍ରାୟ ଚାରି ଦଶନ୍ଧି ଧରି ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ନିଜର ମିଠା ମିଠା ଗୀତ ମାଧ୍ୟମରେ ବାନ୍ଧିରଖିଥିଲେ, ଗୀତିକବି ‘ରସରାଜ’ ନାରାୟଣ ପ୍ରସାଦ ସିଂହ । ୧୯୩୩ ମସିହାର ମେ ମାସ ୨୮ ତାରିଖରେ କଟକ ଜିଲ୍ଲାର ଅସୁରେଶ୍ୱର ଅନ୍ତର୍ଗତ କୋଇଲରେ ଜନ୍ମ ହୋଇଥିଲେ ସେ । ପିତା ଥିଲେ ବିହାରୀ ଲାଲ ସିଂହ ଏବଂ ମାତାଙ୍କ ନାମ ଥିଲା ସରୋଜିନୀ ଦେବୀ । ଅସୁରେଶ୍ୱର ସ୍କୁଲ୍‌ରେ ପଢ଼ିବା ସମୟରେ ସାହିତ୍ୟ ଶିକ୍ଷକ ଗୋଲକ ଚନ୍ଦ୍ର ପ୍ରଧାନଙ୍କ…

ଅଧିକ ପଢ଼ନ୍ତୁ
ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ: ନାଟ୍ୟକାର ଆପନ୍ନା ପରିଚ୍ଛା (Apanna Parichha)

ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ: ନାଟ୍ୟକାର ଆପନ୍ନା ପରିଚ୍ଛା

(୧୪୨ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ) ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ । ସେଥିମଧ୍ୟରୁ ନାଟ୍ୟକାର ଆପନ୍ନା ପରିଚ୍ଛା ଥିଲେ ଅନ୍ୟତମ । ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜ ସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା । ୧୮୭୯ ମସିହା ମଇ ମାସ ୨୨ ତାରିଖରେ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ରାଜଧାନୀ ପାରଳାଖେମୁଣ୍ଡି ସହରରେ…

ଅଧିକ ପଢ଼ନ୍ତୁ
Ramananda Sagar

ରାମାନନ୍ଦ ସାଗର (ଫକଡ଼ରାମରୁ-ଦୌଲତରାମ)

ପୃଥିବୀରେ ହାତ ଗଣତି ଅଳ୍ପ ଏମିତି ଲୋକ ଜନ୍ମ ହୋଇଛନ୍ତି ଯେଉଁମାନେ ତାଙ୍କର ଅଗାଧ ପରିଶ୍ରମ ବଳରେ ଓ ଭାଗ୍ୟ ସାଥିରେ ଯୁଦ୍ଧ କରି ସଫଳ ହୋଇଛନ୍ତି ତଥା ଅତି ଦରିଦ୍ର ଅବସ୍ଥାରୁ ଉନ୍ନତି କରି ଦେଶ ବିଦେଶରେ ବିଖ୍ୟାତ ଓ ଧନବାନ ହୋଇପାରିଛନ୍ତି । ଭାରତରେ ମଧ୍ୟ ସେହିଭଳି ଲୋକଙ୍କର ଅଭାବ ନାହିଁ । ରଜନୀକାନ୍ତ, ନୱାଜୁଦ୍ଦିନ ସିଦ୍ଦିକି, ଅକ୍ଷୟ କୁମାର, ବୋମାନ ଇରାନୀ, ଜନିୱାକର ଇତ୍ୟାଦି ଲୋକପ୍ରିୟ ଅଭିନେତାମାନେ ଏହିଭଳି ସ୍ତରରୁ ଉଠିଛନ୍ତି ।…

ଅଧିକ ପଢ଼ନ୍ତୁ
Adiguru-Shankaracharya

ଆଦିଗୁରୁ ଶଙ୍କରାଚାର୍ଯ୍ୟ

ଯେତେବେଳେ ସମଗ୍ର ଭାରତ ବର୍ଷରେ ଆଦି ଧର୍ମ ସନାତନ ଧର୍ମର ପତନ ହେବାକୁ ଲାଗିଥିଲା, ସେତେବେଳେ ଜନ୍ମଗ୍ରହଣ କରିଥିଲେ ଜଣେ ଯୁଗପୁରୁଷ, ଯିଏକି ମାତ୍ର ଅଳ୍ପ ବର୍ଷର ଜୀବନକାଳ ମଧ୍ୟରେ ସନାତନ ଧର୍ମ ବା ହିନ୍ଦୁ ଧର୍ମର ପୁନଃ ସ୍ଥାପନା କରିବାରେ ସକ୍ଷମ ହୋଇଥିଲେ । ଦାକ୍ଷିଣାତ୍ୟ ଅନ୍ତର୍ଗତ କେରଳ ଦେଶର କାଖଲ ଗ୍ରାମରେ ପାଖାପାଖି ଖ୍ରୀଷ୍ଟପୂର୍ବ ୫୦୭ରେ (କେତେକ ସ୍ଥାନରେ ୭୮୮ ଖ୍ରୀଷ୍ଟାବ୍ଦରେ ବୋଲି ବର୍ଣ୍ଣନା କରାଯାଇଛି) ପୁନର୍ବଶୁ ନକ୍ଷତ୍ରରେ ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ…

ଅଧିକ ପଢ଼ନ୍ତୁ