Anandibai Joshi (ମନେପଡ଼ନ୍ତି: ଆନନ୍ଦୀବାଈ ଗୋପାଲ ଜୋଶୀ- ଭାରତର ପ୍ରଥମ ଡାକ୍ତରାଣୀ)

ମନେପଡ଼ନ୍ତି: ଆନନ୍ଦୀବାଈ ଗୋପାଲ ଜୋଶୀ- ଭାରତର ପ୍ରଥମ ଡାକ୍ତରାଣୀ

ପାଶ୍ଚାତ୍ୟ ଭେଷଜ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ଆନନ୍ଦୀବାଈ ଗୋପାଲ ଜୋଶୀ । ସେ ଭାରତର ପ୍ରଥମ ହିନ୍ଦୁ ଡାକ୍ତରାଣୀ; ପୁଣି ଆମେରିକା ଯାଇଥିବା ପ୍ରଥମ ହିନ୍ଦୁ ମହିଳା । ପୁଣେର ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ୩୧ ମାର୍ଚ୍ଚ ୧୮୬୫ରେ ସେ ଜନ୍ମ ହୋଇଥିଲେ । ତାଙ୍କର ପିତୃଦତ୍ତ ନାମ ଥିଲା ଯମୁନା । ମାତ୍ର ନଅ ବର୍ଷ ବୟସରେ ଗୋପାଲରାଓ ଜୋଶୀଙ୍କ ସହ ତାଙ୍କର ବିବାହ ହୋଇଥିଲା ।…

ଅଧିକ ପଢ଼ନ୍ତୁ
Famous Artist Bijay Biswaal

ସୁପ୍ରସିଦ୍ଧ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ

ଜଣେ ଶିଳ୍ପୀ ଗୋଟିଏ ମୂଲ୍ୟହୀନ ପଥରକୁ ସଜେଇ ଦିଏ ହୀରାଟିଏ କରି । ଚିତ୍ରଶିଳ୍ପୀଟିଏ କେଉଁ ଏକ ଅଲୋଡ଼ା କାଗଜକୁ ଦେଇପାରେ ଦୁନିଆର ସର୍ବୋଚ୍ଚ ସମ୍ମାନ । ପ୍ରତ୍ୟେକ ଚିତ୍ର ପଛରେ କିଛି ନା କିଛି କାହାଣୀ ଥାଏ ଆଉ ସେ କାହାଣୀମାନଙ୍କ ଜନକଙ୍କ ମଧ୍ୟରୁ ଜଣଙ୍କ ବିଷୟରେ ଆଜି ଜାଣିବା । ଭାରତୀୟ ରେଳ ବିଭାଗରେ କାର୍ଯ୍ୟରତ ଥିବାବେଳେ ଚିତ୍ର ଆଙ୍କିବା ନିଶାରେ ଚାକିରୀ ଛାଡ଼ିବାକୁ ପଛାଇ ନଥିଲେ ସେ । ଚିତ୍ର ଆଙ୍କିବା ପ୍ରତି…

ଅଧିକ ପଢ଼ନ୍ତୁ
Guru Gourav Radha Krishnan

ଗୁରୁ ଗୌରବ: ରାଧାକ୍ରିଷ୍ଣନ

ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନଟିଏ । ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । କେବେ ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଙ୍ଗୀତ ।…

ଅଧିକ ପଢ଼ନ୍ତୁ
Gangadhar Meher

ସ୍ୱଭାବ କବି ଗଙ୍ଗାଧର ମେହେର

ଗଙ୍ଗାଧର ମେହେର ଜନ୍ମରୁ ଉଚ୍ଚ ଶିକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ତଥା ୧୮୬୨ମସିହାର ଅଗଷ୍ଟ ମାସ ୯ ତାରିଖରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗଙ୍ଗାଧର ବାଲ୍ୟକାଳରୁ କବିତା ଲେଖିବା ଆରମ୍ଭ କରିଥିଲେ ।…

ଅଧିକ ପଢ଼ନ୍ତୁ
Sikandar Alam

ଆଧୁନିକ ଓଡ଼ିଶାର ସାଲବେଗ: ମହମ୍ମଦ ସିକନ୍ଦର ଆଲାମ

ମହମ୍ମଦ ସିକନ୍ଦର ଆଲାମ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟକ । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ, ଚମ୍ପୂ, ଚଉପଦୀ ନିମନ୍ତେ ଆଜି ବି ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ । କଟକ ଜିଲ୍ଲାର ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ସିକନ୍ଦର ଆଲାମ ।…

ଅଧିକ ପଢ଼ନ୍ତୁ