ସୁନାମଧନ୍ୟା ଅଭିନେତ୍ରୀ ଝରଣା ଦାସ
୧୯୬୦ ଦଶକରେ ଏ ରକ୍ଷଣଶୀଳ ସମାଜରେ ଯେତେବେଳେ ନାରୀମାନଙ୍କୁ ଅଭିନୟ କ୍ଷେତ୍ରରେ କାମ କରିବାକୁ ବାରଣ କରାଯାଉଥିଲା, ସେତେବେଳେ ୧୯୬୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତର ପାଦ ଥାପିଥିଲେ ଜଣେ ଅନନ୍ୟା ନାୟିକା, ଝରଣା ଦାସ । ସ୍ନାତକ କରିଥିବା ପ୍ରଥମ ଓଡ଼ିଆ ଅଭିନେତ୍ରୀ ଥିଲେ ସେ । କଥାଚିତ୍ର ଜଗତରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୁଏ ମଲାଜହ୍ନ କଥାଚିତ୍ରରୁ । କିନ୍ତୁ ଏହା ପୂର୍ବରୁ ମୁକ୍ତିଲାଭ କରିଥିଲା ତାଙ୍କ ଅଭିନୀତ ଦ୍ୱିତୀୟ କଥାଚିତ୍ର ଅମଡ଼ା…