ତାପସ ରଞ୍ଜନ

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।

Editorial Page of Shubhapallaba 30th Edition

✍ ତ୍ରିଂଶ ସମ୍ପାଦକୀୟ

ଥରେ ଏମିତି କଥୋପକଥନ ସମୟରେ ବ୍ରହ୍ମଦେବ ଶ୍ରୀ ବିଷ୍ଣୁଙ୍କୁ ପ୍ରଶ୍ନକଲେ, “ହେ ଭଗବାନ ! ବ୍ରହ୍ମତତ୍ତ୍ୱ କ’ଣ ?” ଶ୍ରୀ ବିଷ୍ଣୁ ଚିରାଚରିତ ମୃଦୁମନ୍ଦ ସହାସ୍ୟ ବଦନରେ ବ୍ରହ୍ମଦେବଙ୍କୁ ଚାହିଁଲେ ଏବଂ କହିଲେ, “ବ୍ରହ୍ମଦେବ, ମୁଁ ସେ ତତ୍ତ୍ୱକୁ ଗୋଟିଏ ଶବ୍ଦରେ କହିପାରିବି, କିନ୍ତୁ ତାହା ତୁମ ପକ୍ଷେ ବୋଧଗମ୍ୟ ହେବନାହିଁ । ଅତଃ ଚାରୋଟି ଶ୍ଳୋକରେ ବୁଝାଉଛି।” ଭଗବାନ ଶ୍ରୀ ବିଷ୍ଣୁ ସେହି ଚାରୋଟି ଶ୍ଲୋକରେ ବ୍ରହ୍ମାଙ୍କୁ ବୁଝେଇଥିବା ବ୍ରହ୍ମତତ୍ତ୍ୱ ସେହି ଚାରୋଟି ଶ୍ଲୋକରେ ବୁଝିଥିଲେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 29th Edition

✍ ଉନତ୍ରିଂଶ ସମ୍ପାଦକୀୟ

ଦେଶ ଧୀରେ ଧୀରେ ମୁକୁଳୁଥିଲା ପ୍ରଥମ ଲହରର ବନ୍ଧନରୁ; ସାଧାରଣ ହେବାକୁ ଲାଗୁଥିଲା ଜୀବନ ଜୀବିକା । କଟକଣାରେ ଭୁଶୁଡି ପଡ଼ିଥିବା ଅର୍ଥନୀତି ଅଣ୍ଟା ସଳଖୁଥିଲା, ଚଳ ଚଞ୍ଚଳ ହେଉଥିଲା ରାସ୍ତାଘାଟ, ଦୋକାନ ବଜାର । ଲାଗୁଥିଲା ସତେ ଯେମିତି ଆମେ ବିଜୟୀ ହୋଇଛେ ଏ ଅଜଣା ଆତଙ୍କ ବିରୁଦ୍ଧ ଯୁଦ୍ଧରେ । କିନ୍ତୁ ନା ! ଏ ଭିତରେ ଶତ୍ରୁ ନୂତନ ରୂପରେ ତାହାର ବଳ ସଞ୍ଚରୁଥିଲା ଏବଂ ଆକ୍ରମଣ କଲା ପ୍ରଚଣ୍ଡ ଭାବରେ ।…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 28th Edition

✍ ଅଷ୍ଟାବିଂଶ ସମ୍ପାଦକୀୟ

ଆଷାଢ଼ ଶୁକ୍ଳ ଦ୍ଵିତୀୟା, ମହାପ୍ରଭୁଙ୍କର ନବ ଦିନାତ୍ମକ ଗୁଣ୍ଡିଚା ଯାତ୍ରା ପାଇଁ ବଡ଼ ଦାଣ୍ଡ ଚଳଚଞ୍ଚଳ, ଉତ୍ସବ ମୁଖର । ଚାରିଆଡ଼େ ଭକ୍ତିମୟ ପରିବେଶ । ବତାବରଣରେ ସତେ ଯେମିତି ଫେଣ୍ଟି ହୋଇଛି ବିଭୁକୃପାର ସୂକ୍ଷ୍ମ କଣାମାନ ! ପବିତ୍ର ଭାବଟିଏ ଆବୋରି ବସିଥାଏ ସବୁକିଛି । ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାଇ ଭଉଣୀଙ୍କସହ ରଥାରୋହଣ କରି ମହାପ୍ରଭୁ ପହଞ୍ଚିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ । ଘଣ୍ଟ-ଘଣ୍ଟା, ଶଙ୍ଖ, ମୃଦଙ୍ଗ, କାହାଳୀ ସହ ହରିବୋଲ ହୁଳହୁଳି…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 27th Edition

✍ ସପ୍ତବିଂଶ ସମ୍ପାଦକୀୟ

ଚାରିଆଡ଼େ ବୈଶ୍ୱିକ ମହାମାରୀର ବିଭତ୍ସ ରୂପ । ଅସହାୟ ମାନବ ସମାଜ ଆଜି ଭୀତ; ତ୍ରସ୍ତ । ହାହାକାରର ଅଦୃଶ୍ୟ ପରଦାଟିଏ ଢାଙ୍କିହୋଇଛି ବାତାବରଣରେ । ବଞ୍ଚିବାକୁ ସଂଘର୍ଷ କରୁଥିବା ମନୁଷ୍ୟର ଜୀବନ ଓ ଜୀବିକା ଦୁର୍ବିସହ । ଲାଚାର ଜୀବନ ଶୁଷ୍କ ପୁଷ୍ପ ପରି ଝଡ଼ି ପଡ଼ୁଛନ୍ତି ସମୟ ଅସମୟରେ । ହଜାର ହଜାର ପରିବାର ଆଜି ଅନାଥ; ମୁରବି ବିହୀନ । ଅଦୃଶ୍ୟ ଆତଙ୍କଟିଏ ଅଙ୍ଗୁଳି ଦେଖାଇ ସତେ ଯେପରି ବିଦ୍ରୁପ କରୁଛି ତା’…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 26th Edition

✍ ଷଡ଼ବିଂଶ ସମ୍ପାଦକୀୟ

ଜୟ ଜଗନ୍ନାଥ   ତାପସ ରଞ୍ଜନତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି । tapasr10.wordpresscom

ଅଧିକ ପଢ଼ନ୍ତୁ