ତାପସ ରଞ୍ଜନ

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।

Machha-Aloo Besara (ମାଛ-ଆଳୁ ବେସର) prepared by Tapas Ranjan

ମାଛ-ଆଳୁ ବେସର

ବେସର ପ୍ରାୟ ଓଡ଼ିଆଙ୍କର ପ୍ରିୟ । ଅନେକ ସ୍ଥାନରେ ମାଛ ବେସର ଠାକୁରାଣୀଙ୍କ ପାଖରେ ଭୋଗ ଲାଗିବାର ନଜିର୍ ରହିଛି । ତେବେ ଆଜି ଆସନ୍ତୁ ପ୍ରସ୍ତୁତ କରିବା ମାଛ-ଆଳୁ ବେସର । ଅଳ୍ପ ସମୟରେ ଆଉ ଅଳ୍ପ ପରିଶ୍ରମରେ ପ୍ରସ୍ତୁତ କରିବା ଏହି ସୁଆଦିନ ଆଇଁଷିଆ ତରକାରୀଟି । ଆବଶ୍ୟକୀୟ ଉପାଦାନ ମାଛ ବେସର ଲୁଣ ହଳଦୀ ବାକି ମସଲା ପ୍ରସ୍ତୁତ ପ୍ରଣାଳୀ କଞ୍ଚା ମାଛକୁ ଲୁଣ, ହଳଦୀ, ବେସର ପକେଇ ଭଲ ଭାବରେ ଗୋଳେଇକି…

ଅଧିକ ପଢ଼ନ୍ତୁ
Phulakobi-Palanga Besara (ଫୁଲକୋବି-ପାଳଙ୍ଗ ବେସର) recipe

ଫୁଲକୋବି-ପାଳଙ୍ଗ ବେସର

ଓଡ଼ିଆ ରୋଷେଇ ବେସରର ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଥାଏ । ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ବେସର ତରକାରୀ ଖାଇବାକୁ ପସନ୍ଦ କରିଥାଉ । ସେମିତି ଏକ ସୁଆଦିଆ ତରକାରୀ ହେଉଛି ଫୁଲକୋବି-ପାଳଙ୍ଗ ବେସର । ତେବେ ଆସନ୍ତୁ ଜାଣିବା କେମିତି ଆମେ ସହଜରେ ଆମ ଘରେ ପ୍ରସ୍ତୁତ କରିବା । ଆବଶ୍ୟକ ସାମଗ୍ରୀ ଫୁଲକୋବି: ୪୦୦ ଗ୍ରାମ ଆଳୁ: ୧ଟା ପାଳଙ୍ଗ ଶାଗ: ୧ ବିଡ଼ା ବେସର: ୨/୩ ଚାମଚ ପ୍ରସ୍ତୁତି ପ୍ରଣାଳୀ:…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 33rd Edition

✍ ତୟୋତ୍ରିଂଶ ସମ୍ପାଦକୀୟ

ଖୁସି… କେବେ କଅଁଳ ଶିଶୁର ଦରୋଟି ହସ ତ କେବେ ମା’ର ମିଠା ଗାଳି; କେବେ ମେଘ ବାଦଲର ଉହାଡ଼ରେ ପାହାଡ଼ର ଲୁଚକାଳି ଖେଳ ତ କେବେ କାକର ବୋଲା ଶୀତ ସକାଳର ଶୋରିଷ ଫୁଲର ଚଗଲାମୀ । ଖୁସି କେବେ ପ୍ରିୟା ଆଖିରେ ଦୁଷ୍ଟାମୀର ଇଶାରା ତ ପୁଣି କେବେ ଅପ୍ରତ୍ୟାଶିତ ସଫଳତା… ଖୁସିର ପରିସୀମା ନାହିଁ, ସେ ବ୍ୟାପ୍ତ; ଆକାଶ ପରି, ପୃଥିବୀ ପରି… ପ୍ରସଙ୍ଗଟିଏ ମନେପଡ଼େ; କିଛି ବର୍ଷ ତଳେ ପଡ଼ିଶା ଘରର…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 32nd Edition

✍ ଦ୍ୱାତ୍ରିଂଶ ସମ୍ପାଦକୀୟ

ବିଜୟା ଦଶମୀରେ ଦଶାନନ ରାବଣ ଉପରେ ବିଜୟ ପ୍ରାପ୍ତି ପରେ ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର, ମାତା ଜାନକୀ ତଥା ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର ଦିନ ହେଉଚି ଏହି ଦୀପାବଳି । ଚଉଦ ବର୍ଷର ବନବାସ ପରେ ପ୍ରତ୍ୟାବର୍ତ୍ତନର ଉତ୍ସବ ତ ହେବାର ହିଁ ଥିଲା ! ଅଯୋଧ୍ୟାର ପ୍ରତ୍ୟେକ ଘର ଦୀପାଲୋକରେ ଏପରି ଉଦ୍ଭାସିତ ହେଉଥିଲା ଯେ, ଅମାବାସ୍ୟାର ଅନ୍ଧକାର ମଧ୍ୟ ନିଜର ଅସ୍ତିତ୍ୱ ଖୋଜୁଥିଲା । ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 31st Edition

✍ ଏକତ୍ରିଂଶ ସମ୍ପାଦକୀୟ

ଇତିଶ୍ରୀ, ବେବିନାରୁ ମମିତା ଯାଏ… “ୟା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା । ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ॥”     ଶାରଦୀୟ ଶୁଭେଚ୍ଛା ସହ ଜୟ ଜଗନ୍ନାଥ !!!   ତାପସ ରଞ୍ଜନତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି । tapasr10.wordpresscom

ଅଧିକ ପଢ଼ନ୍ତୁ