ତପନ କୁମାର ସାହୁ

ତପନ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତି କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଥାଏ ।

Simabaddha Asha

ସୀମାବଦ୍ଧ ଆଶା

ଚୁଇଁଗମ୍‌ର ଅସ୍ତିତ୍ୱ ସମାପ୍ତି ଚେଷ୍ଟାରେ ଧାଡ଼ି ଧାଡ଼ି ମାଢ଼ି ଦାନ୍ତ ଶକ୍ତିହୀନ ହୋଇ ଆଣ୍ଠୁ ମାଡ଼ି ବସି ପଡ଼ନ୍ତି ! ବେପରୁଆ ଅସମ୍ଭବ ଆଶାମାନଙ୍କୁ ପୂରଣ କରିବାରେ ନିଅଣ୍ଟ ପଡ଼େ ଅର୍ଜିତ ସମ୍ପତି ! ବିପରୀତ ମୁହାଁ ପବନ ଆଗରେ ହାର୍ ମାନେ ରଙ୍ଗୀନ୍ ଗୁଡ଼ି ଅନାୟାସେ ଖସିପଡ଼େ ଯାଇ କୋଉ ଏକ ମେନ୍ ଗେଟ୍‌ର ଦାନ୍ତି କବାଟ ଉପରେ ! ସୀମାଠୁ ଆଗକୁ ଚାଲି ଯାଏ ଆଶା ପଛକୁ ଫେରି ଚାହିଁଲେ ଜାଣେ ସୀମା କାନ୍ଥର…

ଅଧିକ ପଢ଼ନ୍ତୁ
Shabda Grasta

ଶବ୍ଦ ଗ୍ରସ୍ତ

ମହ ମହ ଶବ୍ଦ ବାସ୍ନାରେ ଶବ୍ଦମାନେ ବେଳେ ବେଳେ ଚତୁର୍ଦ୍ଦିଗରୁ ଘେରି ଯାଆନ୍ତି ମୋତେ ଚରିଯାଆନ୍ତି ବାଉଁଶଟେ ଭାବି ଭେଦି ଯାଆନ୍ତି ଶିରା ପ୍ରଶିରାକୁ ଖାଇଯା’ନ୍ତି ମୋର ମାଂସରୁ ହାଡ଼ଯାଏଁ । ମୁଁ ଶବ୍ଦଗ୍ରସ୍ତ ହେଲାପରେ ଅନୁଭବ କରେ ଅମୃତ ଅମୃତ ଭିଯିଯାଏ ପୁଣ୍ୟର ବର୍ଷାରେ ଲାଗେ ମୋତେ ଦିନରାତି ମାହାର୍ଗ ମୁହୂର୍ତ୍ତ ଗଙ୍ଗାସ୍ନାନ ସମ ଲାଗେ ହାଲ୍କା । କାମ, କ୍ରୋଧ, ମୋହ, ମୟା ଘୁଞ୍ଚିଯାଆନ୍ତି କୋଶେବାଟ ଦେଖାଯାଏ ପରିଷ୍କାର ହସଠାରୁ ଲୁହର ଦୂରତା ଆଲୋକଠାରୁ…

ଅଧିକ ପଢ଼ନ୍ତୁ