ଜୀବନର ଶେଷ ଦିନ
ଜାଣିପାରନ୍ତି ଯଦି ମୁଁ ଆଜି ମୋ ଜୀବନର ଶେଷ ଦିନ ତଥାପି କ’ଣ ଆଜି ଯାଇଥାନ୍ତା ଠିକ୍ ସେମିତି ଗଲା ଦିନ ସବୁ ମୋର ବିତିଛି ଯେମିତି ନା… ମରିବା ଭୟରେ ବଞ୍ଚିଯାଇଥାନ୍ତି ସେ ସମୟକୁ ପ୍ରତ୍ୟେକଟି କ୍ଷଣ । ବଳକା ପଡ଼ିଯାଉଥିବା ସମୟ ସବୁ ହୁଏତ ସେଦିନ ପାଇଁ ପଡ଼ିଯାଆନ୍ତା ନିଅଣ୍ଟ ସୂର୍ଯ୍ୟ ଆଉ ଚନ୍ଦ୍ର ଉଦୟର ସୀମିତ ପରିସୀମା ଭିତରେ ହୁଏତ ମୋ ସ୍ୱପ୍ନ ସବୁ ପୂରଣ ହେବାପାଇଁ ଖୋଜୁଥାନ୍ତେ ବାଟ । ଲୁହ…