ସ୍ଵାତୀ ବନ୍ଦନା କର

ସ୍ୱାତୀ ବନ୍ଦନା କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରିଥାନ୍ତି ।

jibanaru-pade

ଜୀବନରୁ ପଦେ

କିଛି ପରିସ୍ଥିତି, କିଛି ପରିବେଶ, କିଛି ପ୍ରେମ, କିଛ ପ୍ରତାରଣାକୁ ପାଥେୟ କରି କିଛି ପାଦ ଚିହ୍ନର ପଛେ ପଛେ ପାଦ ଥାପି କିଛି ପରିଶ୍ରମର ପାଉଣାକୁ ହାତରେ ଭରି କିଛି ନ ପାଇ ଅନେକ କିଛି ପାଇବାର ପ୍ରତିଶ୍ରୃତି ଦେଇ ନିଜର ପ୍ରତିଛବିକୁ ନିଜ ମନେ ପ୍ରତିଷ୍ଠା କରି ନିଜକୁ ପ୍ରତି ମୁହୂର୍ତ୍ତରେ ଜିତିବାର ନାମ ଜୀବନ । କିଛି କୋହକୁ ଛାତିରେ ଧରି, କିଛି ଅନୁଭବକୁ ଅଙ୍ଗେ ଲିଭାଇ, କିଛି ଅସମ୍ଭବକୁ ସମ୍ଭବ କରିବାର…

ଅଧିକ ପଢ଼ନ୍ତୁ
prema

ପ୍ରେମ

ପ୍ରେମ ଯେ ସଜାଏ କାହା ଆଖିରେ ସ୍ୱପ୍ନ ଜୋଛନାର ଜହ୍ନରାତି ପ୍ରେମ ଯେ ସଜାଏ କାହା ତନୁରେ ଭ୍ରମ ଅଦେଖା ଅଶ୍ରୁର ତାତି ॥ ସାଉଁଟି ସାଉଁଟି ଖୋଜୁଥାଏ ସେ ତ ଶାମୁକା ଭିତରୁ ମୋତି ହୃଦୟ ମନ୍ଦିରେ ଜାଳୁଥାଏ ବସି ପ୍ରେମ ପାଇଁ ନିତି ବତୀ ପ୍ରଣୟ ପସରା ଭେଟି ସେ ସାଉଁଟି ଲୋଡ଼ି ବସେ ପାଶେ ସାଥୀ ॥ ସପନ ତ ଭାଙ୍ଗେ ସମୟ ତ ବିତେ ଭରିଯାଏ ମନେ କୋହ କେତେ ଯେ…

ଅଧିକ ପଢ଼ନ୍ତୁ
mun-mousumi

ମୁଁ ମୌସୁମୀ

କଥା ଦେଇଥିଲି ସେ କଥା ରଖିଲି ଦେଖ ମୁଁ ମୌସୁମୀ ଓଡ଼ିଶା ଆସିଲି, ନବୁଝି ନସୁଝି କ‌ହୁଅଛ ତୁମେ ମୁଁ ଯେ ତୁମକୁ ଧୋକା ଦେଇଦେଲି । ଆସିବାରେ ଟିକେ ବିଳମ୍ବ ହୋଇଛି ହୃଦୟଙ୍ଗମ ତାହା ମୁଁ କରୁଛି, ସେ ଲାଗି ଏମିତି ମନ ଦୁଃଖ କର ଭାବିଲେ ମୋ ମନ ଦରବେ ଭରୁଛି । ଶୀତଳ ପରଶେ ଭରିଦେଲି ଦେଖ ଓଡ଼ିଶାର ସବୁଠାରେ ବରଷିଲି, ସକାଳୁ ମୁଁ ତୁମକୁ ଦେଖିବି ବୋଲି ତୁମ ଘରଆଡ଼େ ବୁଲି…

ଅଧିକ ପଢ଼ନ୍ତୁ