ସ୍ୱରୂପ କୁମାର ନାୟକ

ସ୍ୱରୂପ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ଗପ ରଚନା କରନ୍ତି । ତାଙ୍କ ପ୍ରଥମ ପୁସ୍ତକ ୨୦୨୦ ମସିହାରେ ପ୍ରକାଶିତ ହୋଇଛି ।

ଜନ୍ମାଷ୍ଟମୀ

ମହାଭାରତରେ କିଏ ଶ୍ରେଷ୍ଠ ବୋଲି ଗଦା ଆଉ ଧନୁ ଝଗଡା କରୁକରୁ ସୁଦର୍ଶନଟା ପଛରେ ଚୁପ୍ ଚାପ୍ ହସୁଥିଲା । ପ୍ରେମରେ ଗୋପପୁର, ସମ୍ପର୍କରେ ରାଧା, ରାଜନୀତିରେ ମଥୁରା, ବନ୍ଧୁତାରେ ସୁଦାମା, କ୍ଷମାରେ ଶିଶୁପାଳ, କୂଟନୀତିରେ ମହାଭାରତର ଉଦାହରଣ ସୃଷ୍ଟି କରିଥିବା ପୁରୁଷ ସେ । ଯାହାଂକ ଜୀବନର ପ୍ରତିଟି ମୂହୁର୍ତ୍ତ କର୍ମରେ ବିମଣ୍ଡିତ ତାଂକର ଜନ୍ମତିଥିର ସମସ୍ତଂକୁ ଅଭିନନ୍ଦନ । ଆଉ ହଁ, ସେମାନଂକୁ ମଧ୍ଯ ଅଭିନନ୍ଦନ ଯେଉଁମାନେ ଏ କର୍ମର ମାହାତ୍ମ ବୁଝି ନ…

ଅଧିକ ପଢ଼ନ୍ତୁ
Chakrabyuhara Abhimanyu

ଚକ୍ରବ୍ୟୁହରେ ଅଭିମନ୍ୟୁ

ସାମାନ୍ୟ କଷ୍ଟରେ କଡ଼ ଲେଉଟାଇଲା ସୁଭଦ୍ରା । ସେଇ ଖଟରୁ ହାତ ବଢ଼ାଇ ଝରକା ପରଦା ଟେକି ଖୋଲିଦେଲା । ସୂର୍ଯ୍ୟକିରଣ ସତେଜ ହୋଇଆସିଲାଣି । କେତେସମୟ ହେବଣି କେଜାଣି? ମୋବାଇଲ ଦେଖିଲା ଆଠଟା ବାଜିଲାଣି । ହଉ ସେମିତିରେ ତ’ ସେ ଛୁଟିରେ ଅଛି, ବ୍ୟସ୍ତହେବାର କିଛି ନାହିଁ । ପେଟ ଉପରେ ଧୀରେ ହାତ ବୁଲାଇ ଆଣିଲା । ଆଜି କାହିଁ ଟିକେ ଅଧିକା କଷ୍ଟ ହେଉଛି । ହେଲେ ଡାକ୍ତର ଦେଇଥିବା ତାରିଖ…

ଅଧିକ ପଢ଼ନ୍ତୁ