ସୁଶ୍ରୀ ସଂଗୀତା ପ୍ରିୟଦର୍ଶିନୀ

ସୁଶ୍ରୀ ସଂଗୀତା ପ୍ରିୟଦର୍ଶିନୀ ଜଣେ ବାଇଓ-ଟେକ୍ନୋଲୋଜିର ଗବେଷିକା, ଯିଏକି ପିଲାଦିନରୁ କବିତା ଲେଖିବାକୁ ଭଲ ପାଆନ୍ତି । ତାଙ୍କ କବିତାରେ ସାମାଜିକ ବାର୍ତ୍ତାଠାରୁ ଆରମ୍ଭ କରି ପ୍ରେମ ଭିତ୍ତିକ କାଳ୍ପନିକ କଥାବସ୍ତୁ ପର୍ଯ୍ୟନ୍ତ ଅନେକ କିଛି କଥାବସ୍ତୁ ରହିଥାଏ ।

Jibanara Modare

ଜୀବନର ମୋଡ଼ରେ

କ’ଣ ହେଇଯାଇଛି ଏ ହୃଦୟକୁ? କାହିଁକି ଆଉ କାହାର ଦୁଃଖ ଶୁଣିଲେ ସେତିକି କଷ୍ଟ ହେଉନି ନିଜକୁ ହଁ ଅବଶୋଷ ତ ହେଉଛି ବହୁତ ହେଲେ କାହା ଦୁଃଖରେ ସାମିଲ କାହିଁକି ହେଇପାରୁନି? ଏ ପରିବର୍ତ୍ତନ କେମିତି? କାହା ସହ ଦେଖା ହେଇଗଲେ ଅଜାଣତେ ହସ ତ ଆସୁଛି ଓଠ ପାଖକୁ ହେଲେ ହୃଦୟରୁ ଆସୁନି ବୋଲି ବେଇମାନି ଭାବରେ ମନ ଭିତରଟା ରୁନ୍ଧିହେଇଯାଉଛି ଏ କେଉଁ ପ୍ରକାରର ଦୌଡ଼ ଚାଲିଛି ଜୀବନରେ? ସଭିଏଁ ଦୌଡ଼ୁଛନ୍ତି ଅଣନିଶ୍ୱାସୀ…

ଅଧିକ ପଢ଼ନ୍ତୁ
bhagaban-tame-bi-bhul

ଭଗବାନ ତମେ ବି ଭୁଲ

ଏ କାହାଣୀର ନାଁ ଶୁଣି ଆପଣମାନଙ୍କୁ ଲାଗୁଥିବ ଏମିତି କେବେ କ’ଣ ହେଇପାରେ, ଯୋଉଠି ଭଗବାନ ବି ଭୁଲ ହେଇପାରନ୍ତି ! ଆଉ ତା’ଠୁ ଆଶ୍ଚର୍ଯ୍ୟର କଥା, କିଏ ସେ ମଣିଷ ଯେ ଭଗବାନଙ୍କୁ ଭୁଲ କହୁଛି? ନିହାତି ତା’ ମନରେ ବହୁତ ପାପ ଭରିକି ରହିଥିବ । ଏ କାହାଣୀ କାହା କଳ୍ପନାର ନୁହଁ, ଏ କାହାଣୀ ହେଉଛି ଗୋଟେ ଫୁଲ ପରି ନିଷ୍ପାପ ହୃଦୟ ଥିବା ଛୋଟ ଝିଅର ଜୀବନ କାହାଣୀ । ଯେଉଁଟି…

ଅଧିକ ପଢ଼ନ୍ତୁ
srusti

ସୃଷ୍ଟି

ସ୍ରଷ୍ଟା ହେ ! କେମିତି ଗଢ଼ିଛ ତମେ ଏ ସୁନ୍ଦର ସୃଷ୍ଟି ଯହିଁ ଦିଶେ ବହୁ ସୁନ୍ଦର ଲାଗେ ମନୋହର ସୁନାର ଫସଲ ଭରା ଯା’ର ଗନ୍ତାଘର ସୁଷମାରେ ବିମଣ୍ଡିତ ଯିଏ ଶୋଭାର ଅଫୁରନ୍ତ ଭଣ୍ଡାର । ସୁନ୍ଦର ଲାଗଇ ତୁମ ସୃଷ୍ଟିର ସାଗୁଆ ବନ ଆମ୍ରତୋଟାରୁ ଝରିଆସେ କୋଇଲିର କୁହୁତାନ ଏଠି ଝରଣା ଝରିଯାଏ କୁଳୁ କୁଳୁ ଗୀତ ଗାଇ, ନଦୀ ପୁଣି ବହିଯାଏ କଳ କଳ ନାଦ କରି, ସାଗର ବୁକୁରେ ଦେଇଛ ତୁମେ…

ଅଧିକ ପଢ଼ନ୍ତୁ