ବରଷା ରାଣୀ
ନିଦାଘରେ ବୁକୁଚିରି ଆକାଶୁ ଆସେ ଓହ୍ଲାଇ ବରଷା ରାଣୀ କେବେ କଳା କେବେ ଧଳା – ଓଢ଼ଣୀ ଟାଣି ମାଟିକୁ ସେ ଭଲପାଏ ମାଟି ସାଥେ କଥାହୁଏ ଭାରତି ଭଲ ଲାଗେ ତା’ର ମଞ୍ଜୁଳ ବାଣୀ, (୧) ଖିଲି ଖିଲି ହସିହସି ସୁମଧୁର କହେ ଭାଷି ଭରିବି ସବୁରି ପ୍ରାଣ ସଲିଳ ଦେଇ ହସିବେ ଗିରିକାନନନ, ନଦୀ, ନାଳ, ଉପବନ ହସିବେ (ଯେ) ଏ ଜୀବ ଜନ୍ମ ହସିବ ମହୀ । (୨) ଗାଡ଼ିଆ ପୋଖରୀ ଯେତେ…