ଦ୍ୱିତୀୟ ମାଆ
“ଦ୍ୱିତୀୟ” ଏକ ସାଧାରଣ ଶବ୍ଦ ଯାହାର ଅର୍ଥ ପ୍ରଥମର ପରବର୍ତ୍ତୀ ସଂଖ୍ୟା । କିନ୍ତୁ ପ୍ରତିଯୋଗିତାରେ ଜଣେ ପ୍ରତିଯୋଗୀ ଦ୍ୱିତୀୟ ସ୍ଥାନ ଅଧିକାର କଲେ ତା’ ଆପଣାର ଲୋକ ଖୁସି ଉପରେ ଉପରେ ଖୁସି ହେଉଥିଲେ ହେଁ ଗୋଟିଏ ପ୍ରଶ୍ନ ମନରେ ଥାଏ ସବୁବେଳେ, “ପ୍ରଥମ କିଏ?” ସେହିପରି କିଛି ସମ୍ପର୍କର ସମ୍ମୁଖରେ ଦ୍ୱିତୀୟ ଲାଗିଲେ ତାକୁ ଗ୍ରହଣ କରାଯାଏ, ହେଲେ ଅନେକ ଗୁଡ଼ିଏ ପ୍ରଶ୍ନ ସହ । ଦ୍ୱିତୀୟ ସମ୍ପର୍କକୁ ଅନେକ ନାମରେ ନାମିତ କରାଯାଏ । ଯେପରି “ଦ୍ୱିତୀୟ…

