ରାତି ଅନ୍ଧାର ଓ ମୁଁ
ରାତି ମୋ ବନ୍ଧୁ ଯେବେ ହେଲା ନିଦ ଅଭିମାନ କଲା ସପନ ରୁଷି ଗଲା ନୟନ କ୍ଳାନ୍ତ ହେଲା । ରାତ୍ରି ନୁହେଁ କେବଳ ଅନ୍ଧକାର ଏ ତ ଚନ୍ଦ୍ର, ତାରାର ସମାହାର । ସେଇ ସୁନ୍ଦରତାକୁ ବାଦ୍ ଦେଲି ଅନ୍ଧାରକୁ ମୁଁ ମୋ ଭିତରକୁ ଟାଣି ଆଣିଲି । ନିଶିକୁ ଯେବେ ଆଲିଙ୍ଗନ କଲି ଅନ୍ଧାରକୁ ସେତେ ଭଲପାଇଲି ଆଲୋକଠାରୁ ସତେ ଦୂରେଇ ଗଲି ରବି କିରଣେ ନିଜ ଛାଇକୁ ବି ଡରିଗଲି । ଅନ୍ଧାର ରାତିରେ ଝରକା କବାଟ ବନ୍ଦ…

