ଡ. ସୁଲଗ୍ନା ମହାନ୍ତି

ଡ. ସୁଲଗ୍ନା ମହାନ୍ତି, ପେଶାରେ ଜଣେ ଇଂରାଜୀ ଅଧ୍ୟାପିକା । ମାତ୍ର ଓଡ଼ିଆ ଗଳ୍ପ ରଚନାରେ ସେ ବେଶ୍ ପରିଚିତା । ତାଙ୍କର ପ୍ରଥମ ଗଳ୍ପ ସଂକଳନ ନାଲି ଚୁଡ଼ାର ଅଭୁତପୂର୍ବ ସଫଳତା ପରେ ପ୍ରଥମ ଉପନ୍ୟାସ ଆନିର ରୋଷେଇ ଘର ପ୍ରକାଶ ପାଇଥିଲା ।

jagakalia-ra-3ti-sketch

ଜଗା କାଳିଆର ତିନୋଟି ସ୍କେଚ

(୧) ଯାଯାବର ପ୍ରତିବର୍ଷ ରଥଯାତ୍ରା ଦେଖିବାକୁ ପୁରୀ ଯାଆନ୍ତି ଗୋପାଳ ବାବୁ । ତେବେ ବଡ଼ ଦେଉଳର କେଳେଙ୍କାରୀ ସବୁ ଶୁଣିଲା ପରେ ଗୋପାଳ ବାବୁ ପୁରୀ ଯିବା ଛାଡ଼ିଦେଇଛନ୍ତି । ଟିକିଏ ରାଗ ପଣ୍ଡାଙ୍କ ଉପରେ ଆଉ ଅଧିକା ରାଗ କାଳିଆ ଉପରେ । ଏତେ ପାପ କେମିତି ସହୁଛି କାଳିଆ !! ଏଥର ରଥଯାତ୍ରାରେ ନିଜ ଛୋଟିଆ ସହରରେ ରଥଯାତ୍ରା ବି ଦେଖିବେନି ବୋଲି ଭାବିଥିଲେ ଗୋପାଳବାବୁ । ହେଲେ ସନ୍ଧ୍ୟା ଚାରିଟା ବେଳକୁ…

ଅଧିକ ପଢ଼ନ୍ତୁ
isha-yoga

ନିଜକୁ ହଜେଇ ପୁଣି ଖୋଜି ପାଇବାର ଜାଗା: ଇଶା ଯୋଗା

ଆମେ ଯେତେବେଳେ କୋଇମ୍ବାଟୁର ଆସିଥିଲୁ ସେତେବେଳେ ଆମ ଫ୍ଲାଟକୁ ଦେଖି ଯେତିକି ଖୁସି ହେଇଥିଲି ତା’ର ଅବସ୍ଥିତି ଦେଖି ସେତିକି ଦୁଃଖୀ ହେଇଥିଲି । ସହରତଳି ଅଞ୍ଚଳରେ ଗଢ଼ିଉଠିଥିଲା ଆପାର୍ଟମେଣ୍ଟଟି । ସହର ରହିଯାଇଥିଲା ବହୁତ ଦୂରରେ । ତେବେ ତିନିପଟୁ ଆମକୁ ବେଢ଼ି ରହିଥିବା ଭେଲିଆନଗିରି ପାହାଡ଼ ଶୃଙ୍ଖଳା ଆଉ ତାକୁ ଚୁମି ଯାଉଥିବା ଭସା ବାଦଲ ଦେଖି ମୁଁ ସେଇ ଘରର ପ୍ରେମରେ ପଡ଼ିଯାଇଥିଲି । କିଛି ଦିନରେ ମୁଁ ଆଉରି ଖୁସି ହେଇଗଲି…

ଅଧିକ ପଢ଼ନ୍ତୁ
Rabibara

ରବିବାର

“ଓହୋ, ଏଇ ସପ୍ତାହଟା ଗୋଟିଏ ବର୍ଷ ଭଳି ଲାଗିଲା । ଯା ହଉ କାଲି ରବିବାର ।” ନିଜ ବ୍ୟାଗ ସଜାଡୁ ସଜାଡୁ ବଡ଼ବାବୁ କହିଲେ । ନିତା ତାଙ୍କ ପାଖ କ୍ୟାବିନରେ ବସେ । ସେ ତାଙ୍କ କଥା ଶୁଣି ହସିଲା । ବଡ଼ବାବୁ ନିଜ ପାନଖିଆ ଦାନ୍ତ ଦେଖେଇ କହିଲେ, “ବୁଝିଲେ ମାଡାମ, ରବିବାରରେ ମଣିଷ ଟିକେ ଶାନ୍ତିରେ ଶୋଇବ । ନହେଲେ ସପ୍ତାହଯାକର ଯୋଉ ଗଧ ଖଟଣୀ । ଆପଣ ଏବେ ବାହାରିବେନି…

ଅଧିକ ପଢ଼ନ୍ତୁ