ସୌଭାଗ୍ୟ ରଞ୍ଜନ ମହାପାତ୍ର

ସୌଭାଗ୍ୟ ରଞ୍ଜନ ମହାପାତ୍ର ସମ୍ବଲପୁରର ବୈଦିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।

Odia Essay on Mukti Salita Baji Rout (ମୁକ୍ତିସଳିତା ବାଜି ରାଉତ) by Souvagya Ranjan Mohapatra

ମୁକ୍ତିସଳିତା ବାଜି ରାଉତ

ଭାରତ ଇଂରେଜମାନଙ୍କ କବଳରେ ପରାଧୀନ ହେବାପରେ ଦେଶକୁ ସ୍ଵାଧୀନ କରିବା ପାଇଁ ବହୁ ସ୍ଵାଧୀନତା ସଂଗ୍ରାମୀମାନେ ବଳିଦାନ ଦେଇଛନ୍ତି । ସ୍ଵାଧୀନତା ସଂଗ୍ରାମରେ ସଂଗ୍ରାମୀଙ୍କର ବଳିଦାନ ଇତିହାସର ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲେଖାଯାଇଛି । ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଯାଏଁ ବହୁ ଅମର ପୁରୁଷଙ୍କ ନାମ ଦେଶର ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ସ୍ଵାଧୀନତା ସଂଗ୍ରାମରେ କେତେ ଯେ ମହାମନୀଷି ବଳିଦାନ ଦେଇଛନ୍ତି ତାହା କହିଲେ ଅତ୍ୟୁକ୍ତି ହେବ…

ଅଧିକ ପଢ଼ନ୍ତୁ
Odia Article on Utkalaiya Gandhi - Gopabandhu Das (ଉତ୍କଳୀୟ ଗାନ୍ଧୀ ଗୋପବନ୍ଧୁ ଦାସ) by Soubhagya Ranjan Mohapatra

ଉତ୍କଳୀୟ ଗାନ୍ଧୀ ଗୋପବନ୍ଧୁ ଦାସ

ନୀତି, ଆଦର୍ଶ, ଧର୍ମ, ନିର୍ମଳତା, ମାନବିକତା, ଉଦାରତା, ସହିଷ୍ନୁତା ତଥା ସେବାର ମୂର୍ତ୍ତି ମନ୍ତ ପୁଜାରୀ ହେଲେ ପଣ୍ଡିତ ଗୋପବନ୍ଧୁ ଦାସ । ନିଜକୁ ତଥା ନିଜ ପରିବାରକୁ ପଛରେ ପକାଇ ଯିଏ ଦେଶ ପାଇଁ କାର୍ଯ୍ୟ କରି ଚାଲୁଥିଲେ ସେହିପରି ଦେବତାତ୍ମା ହେଉଛନ୍ତି ଗୋପବନ୍ଧୁ । ତାଙ୍କ କର୍ତ୍ତବ୍ୟ ନିଷ୍ଠାକୁ ଦେଖି ତାଙ୍କୁ “ଉତ୍କଳର ଗାନ୍ଧୀ” ବୋଲି କୁହାଯାଉଥିଲା । ସବୁବେଳେ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଗୋପବନ୍ଧୁ ନିରାଶ୍ରୟ ଓ…

ଅଧିକ ପଢ଼ନ୍ତୁ
Odia Poem Pabitra Dina (ପବିତ୍ର ଦିନ) by Soubhagya Ranjan Mohapatra on Lord Jagannath Ratha Jatra

ପବିତ୍ର ଦିନ

ବଡ଼ଦାଣ୍ଡେ ପ୍ରଭୁ ନନ୍ଦିଘୋଷ ରଥେ ବିରାଜ କରିଛ ଆଜି । ପତିତମାନଙ୍କୁ ଉଦ୍ଧାରିବ ଆଜି ବାମନ ରୂପକୁ ସାଜି ॥ ଭକ୍ତ ଭଗବାନ ମିଳନ ହୋଇବ ଆଜି ଏ ପୁଣ୍ୟ ଦାଣ୍ଡରେ । ଭକ୍ତ ପ୍ରିୟ ପ୍ରଭୁ ମିଶି ଯିବେ ଆଜି ଭକତଙ୍କ ଭକତିରେ ॥ ନନ୍ଦିଘୋଷ ବିଜେ କାଳିଆ ସାଆନ୍ତ ତାଳଧ୍ଵଜେ ବଳଭଦ୍ର । ଦର୍ପଦଳନରେ ସୁଭଦ୍ରା ଭଉଣୀ ଦିଶେ ସତେ ପୂର୍ଣ୍ଣଚନ୍ଦ୍ର ॥ ଚକା ଚକା ଆଖି ଅପଲକ ନେତ୍ର ନାମ ତାଙ୍କ ଜଗନ୍ନାଥ…

ଅଧିକ ପଢ଼ନ୍ତୁ
Eka Sukshma Bislesana

ଏକ ସୂକ୍ଷ୍ମ ବିଶ୍ଳେଷଣ

୧୯୭୦ ଦଶକର କଥା । ଦିନେ ଅପରାହ୍ନରେ ତିରୁଅନନ୍ତପୁରମର ବେଳାଭୂମିରେ ଧୋତି ପିନ୍ଧି ଜଣେ ବୟସ୍କ ଭଦ୍ରଲୋକ ଏକାନ୍ତରେ ଭାଗବତ ଗୀତା ପଢ଼ୁଥିଲେ । ସେହି ସମୟରେ ସେହି ବାଟ ଦେଇ ଜଣେ ଯୁବକ ଯାଉଥାନ୍ତି । ଭଦ୍ରବ୍ୟକ୍ତିଙ୍କୁ ଗୀତା ପଢ଼ିବା ଦେଖି ସେ ଅଟକିଯାଇ କହିଲେ, “ଆପଣ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ପରି ଜଣାପଡ଼ୁଛନ୍ତି । ଆଜିର ଏ ଆଧୁନିକ ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଲାଣି କିନ୍ତୁ ଆପଣଙ୍କ ପରି ଶିକ୍ଷିତ…

ଅଧିକ ପଢ଼ନ୍ତୁ
Guru Gourav Radha Krishnan

ଗୁରୁ ଗୌରବ: ରାଧାକ୍ରିଷ୍ଣନ

ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନଟିଏ । ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । କେବେ ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଙ୍ଗୀତ ।…

ଅଧିକ ପଢ଼ନ୍ତୁ