ଶୁଭପଲ୍ଲବ ପ୍ରକାଶନର ଗଳ୍ପ ସଂକଳନ ‘ବିଶ୍ୱାସ’ ଉନ୍ମୋଚିତ
ଭଦ୍ରକ (୧୭ ସେପ୍ଟେମ୍ବର ୨୦୨୧): ଗତ ବିଶ୍ୱକର୍ମା ପୂଜା ଦିନ ଶୁଭପଲ୍ଲବ ପ୍ରକାଶନ ତରଫରୁ ରାଜେଶ କୁମାର ବାରିକଙ୍କର ଏକ ଗଳ୍ପ ସଂକଳନ ବିଶ୍ୱାସ ଉନ୍ମୋଚିତ ହୋଇଯାଇଛି । କରୋନା କଟକଣାକୁ ଆଖି ଆଗରେ ରଖି ଶୁଭପଲ୍ଲବ କାର୍ଯ୍ୟାଳୟରେ ଏହାର ଉନ୍ମୋଚନ କରାଯାଇଥିଲା, ଯେଉଁଠି ଗାଳ୍ପିକ ରାଜେଶ କୁମାର ବାରିକ, ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି, ସମାଜସେବୀ ସଞ୍ଜିବ କୁମାର ବାରିକ, ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଭିଡିଓ କଲ୍…

