ଶୁଭକାନ୍ତ ଦାଶ

ଶୁଭକାନ୍ତ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।

jibana-calendar

ଜୀବନ କ୍ୟାଲେଣ୍ଡର

ବଡ଼ି ଭୋର୍‌ରୁ ବ୍ଲଡ୍ ପ୍ରେସର୍, ଡାଇବେଟିସ୍ ଓ ଠାକୁର ଆଲାରାମ୍ ସାଜି ନିଦରୁ ଉଠାନ୍ତି, ବୟସକୁ ଦୁଇ ପାଦ ପଛକୁ ଠେଲୁ ଠେଲୁ ରାସ୍ତାରେ ଭେଟ ହୁଅନ୍ତି ଦୁଇଟି ସୂର୍ଯ୍ୟ, ଜଣେ ଅସ୍ତ ଏବଂ ଜଣେ ଉଦୟର ଦ୍ୱାରସ୍ଥ… ଫୁଲ ତୋଳୁ ତୋଳୁ ମରିଯାଉଥିବା ସ୍ୱପ୍ନମାନେ ଝାଳ ପୋଛି ଦିଅନ୍ତି ରୁମାଲ ଧରି… ଅଫିସରେ ଫାଇଲମାନଙ୍କ ଷ୍ଟ୍ରାଇକ୍, ବାବୁ ଏକା ଏକା ପାନ ଖାଉଛନ୍ତି କୁଆଡ଼େ କାମ ବଢ଼ିଲାଣି ସରକାରୀ ଚାକିରୀରେ ! ଚା’ ଦୋକାନରେ ଦେଶର…

ଅଧିକ ପଢ଼ନ୍ତୁ
ହାଟ

ହାଟ

ସୂର୍ଯ୍ୟାସ୍ତର ଆରପାରି ସମାଜକୁ ପିଠିକରି, ହାଟ ଏଠି ଗହଳି, ଚହଳି ମୂଲଚାଲ୍, ବିକାକିଣା… ଭିନ୍ନ ଏକ ବାଘ ସହ ତମାମ୍ ସଲାସୁତୁରା ଭୋକ, ଲାଜ, ବିବେକର ସେ ଆଦିମ ଆବଶ୍ୟକତା’ର…. ଜହ୍ନି ଫୁଲ ଆୟୁଷରେ ହାଟ ଆଖି ଲୁହେ, ମନ ବତରୁ ଥାଏ ପେଟ ପୁରେନି ଭୋକ ମରେନି କିନ୍ତୁ, ରାତି ପାହିଯାଏ….!!! ଦୀପଟିଏ ଖତେଇ ହୁଏ କହେ ଦେଖିଛି ମୁଁ….!!! ସବୁ ବିକାକିଣା ଦରପୋଡ଼ା, ମନର ଠିକଣା… ଏଠି ଦେବା ନେବାର ଭାବ ଆଖିରେ ଆଖିଏ…

ଅଧିକ ପଢ଼ନ୍ତୁ
ଫୁଲ ପାଇଁ

ଫୁଲ ପାଇଁ….

ଫୁଲଟିର ପରିଚୟ କ’ଣ ତା’ର ବାସ୍ନା ନା ସୌନ୍ଦର୍ଯ୍ୟ….? କ’ଣ ଏତିକିରେ ପରିଚିତ ହୁଅନ୍ତି ଫୁଲମାନେ….!!! ଏ ସବୁର ପରିଧି ବାହାରେ କେହି କ’ଣ ଫୁଲର ମନ ପଢ଼ି ପାରେ..? ତା’ର ସେ ହସ ଭିତରେ କିଏ କ’ଣ ବାରିପାରେ ତା’ର ଅସ‌ହାୟତା…!!! ଫୁଲ ତ’ ଖୁସି ପାଇଁ ପୂଜା ପାଇଁ ସୌନ୍ଦର୍ଯ୍ୟ ଓ ସୁବାସ ପାଇଁ, ବାସର ଶେଯରେ ଝରିଯିବା ପାଇଁ…. ନିରିମାଖି ଫୁଲ କାହାକୁ କିଛି ନ କ‌ହି ମଉଳି ଯାଏ, ପ୍ରଜାପତି ବି…

ଅଧିକ ପଢ଼ନ୍ତୁ