ସରୋଜ କୁମାର ସାହୁ

ସରୋଜ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Dhutura Phula (ଧୁତୁରା ଫୁଲ) by Saroj Kumar Sahoo

ଧୁତୁରା ଫୁଲ

ଜଗତେ ଫୁଟିଛି କେତେଜାତି ଫୁଲ ଅଛନ୍ତି ତୋ’ ସହୋଦର କି ଗୁଣ ଭରିଛି ତୋରି ଦେହରେ ପାଉଛୁ ଏତେ ଆଦର । ଶଙ୍କରଙ୍କ ଲାଗି ତୁହି ଅଟୁ ପ୍ରିୟ ତୋ’ ନାମ ରହଛି ଜଗତେ ଭକତି ଭାବରେ ହୋଇଛନ୍ତି ପ୍ରୀତ ପୂଜୁବୋଲି ବିଧିମତେ । ଗାଉଅଛୁ ତାଙ୍କ ସ୍ତୁତିର ବନ୍ଦନା ଚରଣରେ ସଦା ତୁହି ଭକତି ଭାବକୁ ଚିହ୍ନନ୍ତି ବୋଲି ତ ହସିଉଠେ ଏଇ ମହୀ । ତୋ’ ରୂପ ନିଆରା ଦିଶୁ ମନୋହର ବାସନା ଅଟଇ…

ଅଧିକ ପଢ଼ନ୍ତୁ
Odia Poem Ghasa (ଘାସ) by Saroj Kumar Sahoo

ଘାସ

ତୁ ଯେବେ ଯେବେ ମାଟି ବିଦାରି ଉଠୁ ମୋ ସ୍ୱପ୍ନର କିଆରିରେ, ମୁଁ ବିଛାଇଦିଏ… ଦି ହାତର ଅଙ୍ଗୁଳି ତୁ ଶକ୍ତ ହେଉ ଚେର ବିଛାଉ ଲଢ଼ିବାକୁ ସୀମାହୀନ ଯୁଦ୍ଧଟେ ଯେମିତିକି ମୁଁ ତୋ’ର ଚିରଶତ୍ରୁ । ମାଟି ସହ ତୋ’ର ସମ୍ପର୍କ ଯେତିକି ନିବିଡ଼ ତାହାଠୁ ଦୃଢ଼ ମୋର ତିକ୍ତତା, ତୁ ଜିତିବାର ମନ୍ତ୍ର ଫୁଙ୍କିଲାବେଳେ… ମୁଁ ହରେଇବାର ଶବ୍ଦ ଯୋଡ଼େ ତୋ’ ଉଜାଡ଼ିବାର ସନ୍ଧିରେ ଅହରହ ଲେପେ… ସଞ୍ଚାରର ନୂଆ ତିଳକ, ସେଇଥିପାଇିଁ ତ…

ଅଧିକ ପଢ଼ନ୍ତୁ