ସନାତନ ମହାକୁଡ଼

ସନାତନ ମହାକୁଡ଼ ପେଶାରେ ଜଣେ ଯୋଗ ଶିକ୍ଷକ । ସେ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର କରିବା ସହିତ ଯୋଗଶାସ୍ତ୍ରରେ ସ୍ନାତକ କରିଛନ୍ତି । ଯୋଗ ଶିକ୍ଷା ସହିତ ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

Odia Poem Jibana Sathi (ଜୀବନ ସାଥି) by Sanatan Mahakud

ଜୀବନ ସାଥି

ତୁ କହିବୁ ମୁଁ ଶୁଣିବି ମୁଁ କହିବି ତୁ ଶୁଣିବୁ ଏମିତି ହେବ ଆମ କଥୋପକଥନ । ତୁ ଚାଲିବୁ ଆଗେ ମୁଁ ଚାଲିବି ପଛେ ଚାଲିବା ଆମେ ଅସରନ୍ତି ପଥ ଜୀବନର ଚଲାପଥେ । ନଥିବ ହିଂସା ନଥିବ ଦ୍ଵନ୍ଦ ଥିବ ଖାଲି ପ୍ରେମ ଥିବ ବୁଝାବଣା ଏଇ ତ ଜୀବନ । – ସନାତନ ମହାକୁଡ ସନାତନ ମହାକୁଡ଼ସନାତନ ମହାକୁଡ଼ ପେଶାରେ ଜଣେ ଯୋଗ ଶିକ୍ଷକ । ସେ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର କରିବା…

ଅଧିକ ପଢ଼ନ୍ତୁ
Odia Poem Purithibi (ପୃଥିବୀ) by Sanatan Mahakud

ପୃଥିବୀ

ପୃଥିବୀ ସେ ଧରିପାରେ ଯେ ପିଠିରେ ସମଗ୍ର ସୃଷ୍ଟିକୁ ସେଥିପାଇଁ ନାମ ତା’ ଧରଣୀ ସହିପାରେ ସବୁକିଛି ଧର୍ଯ୍ୟଶୀଳା ପୁଣି ସେ ବସୁମତୀ । ଆବୋରିଛି ତା କୋଳରେ କୀଟଠାରୁ ଗଛଯାଏ । ପାହାଡ଼ ପର୍ବତ ନର ପଶୁ ବିହଙ୍ଗମ ଯେତେ ସବୁ ତା’ ସନ୍ତାନ । ହସି ହସି ସହିଯାଏ, ନ ହୋଇ ଅଥୟ ଆମ ଉପକାରେ ପ୍ରଦୂଷଣ ଶଦ୍ଦ ଜଳ ମାଟି ପବନ ଆଦିର । ଯାହା ନାହିଁ ଏଇଠାରେ ମିଳିବନି ଚନ୍ଦ୍ର ଆଉ…

ଅଧିକ ପଢ଼ନ୍ତୁ
ପରିବର୍ତ୍ତନ

ପରିବର୍ତ୍ତନ

ସବୁଥର ଭଳି ଏଥର ବି ବଦଳିଯିବ କ୍ୟାଲେଣ୍ଡରର ପୃଷ୍ଠା, ଖ୍ରୀଷ୍ଟମାସର କୋଳାହଳ ବିଦାୟଦେବ ପୁରୁଣା ବର୍ଷକୁ, ପୁରୁଣା ହେଇଯିବେ ଅସହିଷ୍ଣୁତା ଆଉ ଯେତେ ସବୁ ସମ୍ମାନ ପୁରସ୍କାର, ନୂଆ ସକାଳର ନବ ରବି ପୃଥିବୀକୁ ଛୁଇଁବା ଆଗରୁ ଅଗଣିତ ଚାଷୀଭାଇ ଭୁଲିଯିବେ ଆତ୍ମହତ୍ୟା ଏକ ମହାପାପ ସନାତନ ମହାକୁଡ଼ସନାତନ ମହାକୁଡ଼ ପେଶାରେ ଜଣେ ଯୋଗ ଶିକ୍ଷକ । ସେ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର କରିବା ସହିତ ଯୋଗଶାସ୍ତ୍ରରେ ସ୍ନାତକ କରିଛନ୍ତି । ଯୋଗ ଶିକ୍ଷା ସହିତ ସେ…

ଅଧିକ ପଢ଼ନ୍ତୁ