Read more about the article ଏଇ ମାତ୍ର ଆରମ୍ଭ
ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ ସ୍ୱଳ୍ପ ସମୟ ବ୍ୟବଧାନରେ ମନରେ ଥିବା ଅସୁମାରୀ ସ୍ୱପ୍ନଗୁଡ଼ାକ ପ୍ରସ୍ଫୁଟିତ ହେବାକୁ ଚାହିଁ ରହିଛନ୍ତି । ଏଇ ମାତ୍ର ଆରମ୍ଭ ତୁମ ସହ କିଛି ଦିନ ତଳେ ଦେଖା କେଇପଦ କଥା, କିଛି ଥଟ୍ଟାମଜା ଯେମିତି ଜନ୍ମ…

Continue Readingଏଇ ମାତ୍ର ଆରମ୍ଭ
Read more about the article ନିଃସଙ୍ଗତା
ନିଃସଙ୍ଗତା

ନିଃସଙ୍ଗତା

ସୁନ୍ଦର ତା' ଚାରୁ-ଲତା, ଆଉ ନିରବ ତା' ପଥ କଣ୍ଟା ଥାଏ ଅବା ଫୁଲ ଥାଏ, ତା' ପଥେ ପଥେ ଚାଲିବାକୁ ହୁଏ ମୋତେ ତା' ନିର୍ଜନ ବନରେ କିଛି ହଜିଯାଏ ତ ଆଉ କିଛି ମିଳିଯାଏ, ନୂଆ ଆଶାର କିରଣ…

Continue Readingନିଃସଙ୍ଗତା
Read more about the article କେମିତି କହିବି ତୋ ଆଗେ
କେମିତି କହିବି ତୋ ଆଗେ

କେମିତି କହିବି ତୋ ଆଗେ

ସଞ୍ଜ ଆସିଗଲେ ତୋ କଥା ମନେପଡ଼େ ରାତି ହେଲେ ତୋ ଛବି ଉଙ୍କିମାରେ କେମିତି କହିବି ତୋ ଆଗେ ସ୍ୱପ୍ନରେ ମୁଁ ନିତି ଏମିତି ହଜୁଥାଏ । ଚାଲିଗଲେ ପଛକୁ ବୁଲି ଚାହେଁ ଲାଗୁଥାଏ ଏମିତି କାହିଁ କି ହୁଏ କେମିତି…

Continue Readingକେମିତି କହିବି ତୋ ଆଗେ
Read more about the article ଆଜି ଖୋଜି ଚାଲିଛି
ଆଜି ଖୋଜି ଚାଲିଛି

ଆଜି ଖୋଜି ଚାଲିଛି

ମନରେ ଅଗଣିତ ପ୍ରଶ୍ନ ସମାଧାନର ଉପାୟ ଖୋଜି ଚାଲିଛି ଆଖିରେ ଅସୁମାରି ସ୍ୱପ୍ନ ରାତ୍ରିର ଅନୁସନ୍ଧାନ କରୁଛି କେଇ ଦିନର ଭୋକିଲା ପେଟ ଖାଦ୍ୟ ପାଇଁ ଛଟ ପଟ ହେଉଛି ଚାଲିବାକୁ ବହୁପଥ ଅଛି କ୍ଲାନ୍ତ ପଥିକଟି ପରି ପଡ଼ି ରହିଛି…

Continue Readingଆଜି ଖୋଜି ଚାଲିଛି
Read more about the article ଆଜି କାହିଁ ନୀରବ
ଆଜି କାହିଁ ନୀରବ

ଆଜି କାହିଁ ନୀରବ

ଆଜି କାହିଁ ନିରବ? ନିର୍ଜୀବ ଭଳି ଦିଗବଳୟକୁ ଚାହିଁ ରହିଛି, ମନରେ ଅସୁମାରି ପ୍ରଶ୍ନ, ସମାଧାନର ଉପାୟ ଖୋଜିଚାଲିଛି ।। ଆଜି କାହିଁ ନିରବ? ସମୟ ସ୍ରୋତରେ ଭାସି ମୁଁ ଚାଲିଛି, ଅଟକିବାର ବୃଥା ପ୍ରଚେଷ୍ଟା, ରକ୍ତାତ କରୁଛି, ଆଗକୁ ଠେଲି…

Continue Readingଆଜି କାହିଁ ନୀରବ