ରଶ୍ମିମୟୀ ପତି

ରଶ୍ମିମୟୀ ପତି ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ଅନେକ ପତ୍ରପତ୍ରିକାରେ ପ୍ରକାଶ ପାଇବା ସହ ଅନେକ ସାହିତ୍ୟ ସଂସ୍ଥା ପକ୍ଷରୁ ତାଙ୍କୁ ଅତୀତରେ ସମ୍ମାନୀତ କରାଯାଇଛି ।

Odia Poem Apekshare Sarbe (ଅପେକ୍ଷାରେ ସର୍ବେ) by Rashmimayee Pati

ଅପେକ୍ଷାରେ ସର୍ବେ

ଦେଇଥିଲୁ ପରା କଥା ମାଉସୀକୁ ବର୍ଷକୁ ଥରେ ଆସିବୁ ଆଠ ଦିନ ରହି ମାଉସୀ ପାଖରେ ଶ୍ରୀ ମନ୍ଦିର ବାହୁଡ଼ିବୁ – ୧ ଛ’ ତିଅଣ ଓ ନ’ ଭଜା କରି ଅପେକ୍ଷାରେ ମାଉସୀ ମା’ ଘୋଷ ଯାତ୍ରା ପରା ପାଖେଇ ଆସିଲା ଭୁଲିଲୁ କାଳିଆ ସୁନା – ୨ କଥା ଦେଇଥିଲୁ ଭକତ ଜନଙ୍କୁ ରଥରେ ବଡ଼ଦାଣ୍ଡରେ ଘଣ୍ଟ ଘଣ୍ଟା ସୁରେ ମଜ୍ଜିଯିବୁ ତୁହି ଦର୍ଶନ ତାଙ୍କୁ ଦେବୁରେ – ୩ ତୋର ସୃଷ୍ଟିକୁ ଦେଖିଦବୁ…

ଅଧିକ ପଢ଼ନ୍ତୁ
Odia Bhajan Nidaghare Prabhu (ନିଦାଘରେ ପ୍ରଭୁ) by Rashimayee Pati

ନିଦାଘରେ ପ୍ରଭୁ

ବିଷୁବ ରେଖା ଉପରେ ତେଜ ବନ୍ତ ଆଦିତ୍ୟ, ଚତୁର୍ଦ୍ଦିଗେ ଆରମ୍ଭିଲା ପ୍ରଚଣ୍ଡ ନିଦାଘ ॥୧॥ ଦୁବଦାରୁଠୁ ମାନବ ସର୍ବେ ହନ୍ତସନ୍ତ, ବାଲୁକା ପ୍ରସ୍ତର ଆଦି ଜୀବଜନ୍ତୁ ସର୍ବ ॥୨॥ ଚଇତି ଶୁକ୍ଳ ନବମୀ ଆସି ପହଞ୍ଚିଲା, ସବୁ ଜନ ହୃଦେ ଭକ୍ତି ଭାବ ଯାତ ହେଲା ॥୩॥ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର, ତାଙ୍କ ଜନ୍ମଦିନ ଲୋକେ ପାଳିଲେ ସତ୍ତ୍ୱର ॥୪॥ ତ୍ରେତୟାରେ ଦଶରଥ କୌଶଲ୍ୟା କୋଳରେ, ଜନ୍ମିଥିଲେ ରାମଚନ୍ଦ୍ର ଅଯୋଧ୍ୟା ମାଟିରେ ॥୫॥ ଯାକ ଯକମରେ…

ଅଧିକ ପଢ଼ନ୍ତୁ
Odia Poem Binati Mo Ghena (ବିନତୀ ମୋ ଘେନ) by Rashmimayee Pati

ବିନତୀ ମୋ ଘେନ

ଭିନ୍ନ ଏକ କୁରୁକ୍ଷେତ୍ର ଭିନ୍ନ ବାସୁଦେବ, ମଝି ଦାଣ୍ଡେ ଚାଲେ ଯା’ର ନିତି କେତେ ଯୁଦ୍ଧ । ଅଧର୍ମର ବିକଟାଳ ହସରେ କମ୍ପୁଚି, ପରାଜୟ ଭୋଗେ ଧର୍ମ ଲୁଚାଇ କାନ୍ଦୁଚି । ପାପ ହିଂସାର ବିଜୟ ପତାକା ଉଡ଼ୁଛି, ବେଳାଳସେନ ଆଖିରେ ଧର୍ମ ଯେ ଦେଖୁଚି । ଘେନା କର ମୋ ବିନତୀ ପ୍ରଭୁ ବାସୁଦେବ, ପ୍ରେରଣ କର ତୁମର ସୁଦର୍ଶନ ଚକ୍ର । ଛେଦନ କରୁ ସେ ପାପ ହିଂସାର ଗର୍ଦ୍ଦନ, ବିଳମ୍ବ ନ କର…

ଅଧିକ ପଢ଼ନ୍ତୁ
Abyartha Bindhani

ଅବ୍ୟର୍ଥ ବିନ୍ଧାଣୀ

ବାଣ ପରେ ବାଣ ମାରି ଚାଲିଛି ସେ ଫନ୍ଦି ଫିକର ସେ ଜାଣେ ବିଚିତ୍ର ବିନ୍ଧାଣୀ ଅବ୍ୟର୍ଥ ତା’ ଲକ୍ଷ, ତା’ର ସମ କେହି ନୁହେଁ । ସବୁ ଜାଣି ଶୁଣି କିଛି ନ ଜାଣିବା ଅଭିନୟ କରୁଥାଏ କେତେ ପରୀକ୍ଷାର ଜାଲ ରେ ପକାଏ ଧୈର୍ଯ୍ୟ ପରୀକ୍ଷା ସେ କରେ । ପରୀକ୍ଷା ଜାଲରେ ବାନ୍ଧିଲା ବଳିକୁ ଚାପିଲା ତାକୁ ପାତାଳେ ଗୋଟିଏ ପାଦରେ ମରତ ମାପିଲା ଆର ପାଦ ସ୍ଵର୍ଗ ପୁରେ । ସେଇ…

ଅଧିକ ପଢ଼ନ୍ତୁ
Srabani Go

ଶ୍ରାବଣୀ ଗୋ

ଧୈର୍ଯ୍ୟ ଧର ଶ୍ରାବଣୀ ଗୋ ଆସୁଛି ତତ୍‌କ୍ଷଣେ ତୁମ ପ୍ରତୀକ୍ଷାର ଅନ୍ତ ଘଟାଇବି ଯେହ୍ନେ ॥ ୧ ॥ ତୁମ ଶୁଷ୍କ କଣ୍ଠେ ବାରି କରିବି ସିଞ୍ଚନ ଟାଙ୍ଗରା ବକ୍ଷରେ ତୁମ ଦେବି ଆର୍ଦ୍ର ପ୍ରାଣ ॥ ୨ ॥ ଉନ୍ମୁକ୍ତ ବକ୍ଷରେ ତୁମେ କର ଆଲିଙ୍ଗନ ତୁମ ପ୍ରାଣ ପ୍ରିୟତ୍ତମ ଶୀତଳ ଶ୍ରାବଣ ॥ ୩ ॥ ଯେତେ ସବୁ ବୀଜ ବକ୍ଷେ କର ଅଙ୍କୁରିତ ଫୁଟା ଚମ୍ପା, ମଲ୍ଲି ପୁଣି ଫୁଟାଅ କଦମ୍ବ ॥…

ଅଧିକ ପଢ଼ନ୍ତୁ