ରଶ୍ମିରଞ୍ଜନ ନାୟକ

ରଶ୍ମି ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ଦୂର ଆକାଶ

ଦୂର ଆକାଶ

ଥରେ ଦୂର ଆକାଶ ସହ ମୋର କଥୋପକଥନ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତରେ କିଛି ନା କିଛି ଶିଖିବାକୁ ମିଳିଥାଏ । କେତେବେଳେ ସେ ଶିକ୍ଷା ଲୋକ ଦେଇଥାନ୍ତି ତ କେତେବେଳେ ପ୍ରକୃତି ଦେଇଥାଏ । କିଛି ଲୋକ ବିଶ୍ୱାସକୁ ପାଦରେ ଦଳି ତ କିଛି ଲୋକ ବିଶ୍ୱାସର ମହାନତାକୁ ସନମାନ ଦେବାକୁ ଯାଇ ନିଜର ପ୍ରାଣବଳି ମଧ୍ୟ ଦେଇଥାନ୍ତି । ଜୀବନ ତୁ କ’ଣ ନ ଶିଖାଇଲୁ ଖୋଲା ଆକାଶକୁ ଥରେ ଦେଖିଲି ଓ ପଚାରିଲି ତୋତେ…

ଅଧିକ ପଢ଼ନ୍ତୁ
ମୃତ୍ୟୁର ସ୍ୱର

ମୃତ୍ୟୁର ସ୍ୱର

ସୁଖ ଦୁଃଖ ମଣିଷ ଜୀବନର ଦୁଇଟି ମୁଖ୍ୟ ଅତିଥି । ଜୀବନର ଆରମ୍ଭ ଜନ୍ମ ଏବଂ ଶେଷ ହେଉଛି ମୃତ୍ୟୁ । କଥାଟି ଶୁଣିବା ପାଇଁ ଭୟଙ୍କର ଲାଗିପାରେ ସତ କିନ୍ତୁ ଏହା ହିଁ ହେଉଛି ଜୀବନର ଏକ ନିରାଟ ସତ୍ୟ ଯାହା ସଭିଙ୍କୁ ଭଲଭାବେ ଜଣା । ଦୂର ଅନ୍ଧକାର ରାତି, ଜହ୍ନର କେଉଁଠି ଝଲକ ଟିକେବି ନାହିଁ, ଭୟଙ୍କର ପ୍ରାକୃତିକ ଦୃଶ୍ୟ ଏମିତି ମୃତ୍ୟୁ ଆସେନା ଏହାକୁ କେବଳ କଳ୍ପନା କରାଯାଏ । ସତକଥା…

ଅଧିକ ପଢ଼ନ୍ତୁ
ଏକ ଜହ୍ନ ରାତି

ଏକ ଜହ୍ନ ରାତି

ସନ୍ଧ୍ୟାର ସମୟ ସରିଯାଇଥାଏ ଓ ରାତି ସେତେବେଳକୁ ଧୀରେ ଧୀରେ ଆରମ୍ଭ ହେଉଥାଏ । ଝରକା ପାଖରେ ବସି ଦେଖୁଥାଏ ମୁଁ ସେ ଜହ୍ନକୁ । ସବୁଦିନ ପରି ବେଶ ସାଧରଣ ଦିଶୁଥାଏ ସେ ରାତିଟି, ଜହ୍ନର ସେ ଶୀତଳ କିରଣ ଝରକା ଦେଇ ଘରେ ପଡ଼ିବା ସହ ଶାନ୍ତିର ଏକ ବାତାବରଣ ସୃଷ୍ଟି କରୁଥାଏ । କୁନି କୁନି ତାରାମାନେ ଦୂରରେ ଥାଇ କିଛି ନୂଆ କାହାଣୀ ଲେଖୁଥାନ୍ତି ଓ ଖୁସିରେ ଚମକୁ ଥାଆନ୍ତି ମଧ୍ୟ…

ଅଧିକ ପଢ଼ନ୍ତୁ