କନ୍ୟା ସୁରକ୍ଷା
ଯୁଗେ ଯୁଗେ ଅଟେ କନ୍ୟା ରତ୍ନଟିଏ ଦିଅ ତା’କୁ ଶିକ୍ଷା ଦୀକ୍ଷା କନ୍ୟାଭୃଣ ହତ୍ୟା ନ କରି ସମାଜେ ସର୍ବେ କର ତା’ର ରକ୍ଷା । କନ୍ୟାଟିଏ ଥିଲେ ଘର ଲାଗୁଥାଏ ସତେ ଅବା ସ୍ୱର୍ଗପୁର ସିଏ ତ ନ ଥିଲେ ମରୁଭୂମି ପରି ଘର ଲାଗେ ଅସୁନ୍ଦର । କନ୍ୟାଟି ହସିଲେ ଦୁନିଆ ହସିବ ବଢ଼ିବ ଧନ ଜୀବନ ସିଏ ତ କାନ୍ଦିଲେ ବଂଶ ନାଶ ହେବ ନଷ୍ଟ ହେବ ସନମାନ । ନୁହେଁ ସେ ଅଲୋଡ଼ା ସେ ଖୁସି…

