ରାଜଶ୍ରୀ ସ୍ୱାଇଁ

ରାଜଶ୍ରୀ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି ।

se-eka-moha

ସେ ଏକ ମୋହ

ସେ, ଖୁବ୍ ଗୋଟେ ବ୍ୟସ୍ତ ରୁହେ ୱାଟ୍‌ସ୍ଆପ୍, ଫେସବୁକ୍ ଆଉ ମୋ ପ୍ରତୀକ୍ଷା ତା’ ଅଫିସ୍ ଚାମ୍ବର ପାଖ କବାଟରେ ପିଟି ହୋଇ ପଡ଼ିଯାଏ । ସେ, ଚିନ୍ତିତ ରୁହେ ତା’ ଅଫିସ୍ କାମ ଘର ପ୍ରତି ଦାୟିତ୍ୱ ଆଉ, ତା’ ପବ୍-ଜୀ ଖେଳ ଭିତରେ ମୋ ସତ୍ତା କେଉଁଠି ମରିସାରିଥାଏ । ପୁଣି ପ୍ରଶ୍ନ କରେ, ସବୁଦିନ ଫୋନ୍ କରିବା କ’ଣ ପ୍ରେମ? ବିଶ୍ୱାସ କର- ହୃଦୟରେ ଅଛ ଆଉ ରହିବ । ସେ କୁହେ,…

ଅଧିକ ପଢ଼ନ୍ତୁ