ପ୍ରିୟଦର୍ଶିନୀ ମହାନ୍ତି

ପ୍ରିୟଦର୍ଶିନୀ ମହାନ୍ତି ଜଣେ ଓଡ଼ିଆ ଲେଖିକା । ସେ ଜଣେ ଶିଖୟିତ୍ରୀ ଏବଂ ଓଡ଼ିଆ ଭାଷା ପ୍ରତି ତାଙ୍କର ଅନେକ ଭଲ ପାଇବା ରହିଛି । ସେ ମୁଖ୍ୟତଃ ସାମାଜିକ କବିତା ଆଦି ରଚନା କରନ୍ତି ।

Mukha

ମୁଖା

ହସ ହସ ମୁହଁ ପଛରେ ଥାଏ ଅନେକ ଦୁଃଖର କାହାଣୀ, ହସର ମୁଖାଦ୍ୱାରା ଆଦୃତ କରି ଦୁନିଆ ଆଗରେ ପରସା ଯାଏ, ପ୍ରସାଧନ ସାମଗ୍ରୀର ବହଳ ପରସ୍ତରେ ଲୁଚାଯାଏ ବ୍ୟଥାର ଚିତ୍କାର, ଆଖି ବି ଶୁଆଇଦେଇ ତା’ ଭିତରେ ଲୁହ ସବୁକୁ ଦିଏ ଭିନ୍ନ ଏକ ଚାହାଣି… ଚିକମିକ ଆଲୁଆର ଦୁନିଆରେ କାହାର ବା ସମୟ ଅଛି, ଦୁଃଖର ଗଭୀରତାକୁ ମାପିବାକୁ କିଏ ବା ନିଜର ଅଛି, ଦୁଃଖକୁ ପ୍ରକାଶ କରି ମିଛ ସମବେଦନା ପାଇବଟା ବି…

ଅଧିକ ପଢ଼ନ୍ତୁ
Paying Guest - ପେଇଂ ଗେଷ୍ଟ

ପେଇଂ ଗେଷ୍ଟ

ପାଣିଜାହାଜରେ ଯାତ୍ରା କରୁଥିବା ଅଭିଷେକ କ’ଣ ଜାଣିଥିଲା ତା’ ଜୀବନର ଜାହାଜ ଏଇ ଅଥଳ ସାଗରରେ ଲୀନ ହୋଇଯିବ ବୋଲି ! ଦୁଭାଗ୍ୟବଶତଃ ଜାହାଜଟି କେଉଁ ଏକ ବିରାଟକାୟ ଜଳଚର ପ୍ରାଣୀ ଦେହରେ ପିଟି ହୋଇ ଭାରସାମ୍ୟ ହରାଇଲା । ପାଇଲଟ ମଧ୍ୟ କୌଣସି ମତେ ନିୟନ୍ତ୍ରଣ କରିପାରିଲାନି ଜାହାଜକୁ । ପ୍ରାଣବିକଳରେ ଇତଃସ୍ତତ ଯାତ୍ରୀମାନେ ଧାଉଁଥାନ୍ତି । ଚିତ୍କାର କରୁଥାନ୍ତି, “ବଞ୍ଚାଅ, ବଞ୍ଚାଅ” । କିଛି ଭାବିବା ପୂର୍ବରୁ ଗହଳ ଚହଳ ବନ୍ଦ ହୋଇ ଶୂନ୍ ହୋଇଗଲା ସବୁ । ଏକ ଶକ୍ତ ଧକ୍କାରେ…

ଅଧିକ ପଢ଼ନ୍ତୁ
ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର!

ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର !

ନିରୀହ ନାରୀକୁ କରାଯାଏ ମନଭରି ବଳାତ୍କାର, ଗରିବକୁ ମିଳେ ଏଠି ଅକଥନୀୟ ଅତ୍ୟାଚାର, ଶୋଷଣକୁ ମିଳେ ଅବାଞ୍ଛିତ ପୁରସ୍କାର, ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର । ଅଫୁଟା କଢ଼ିଟି ହୁଏ ଧର୍ଷଣର ଶିକାର, ଡାଉରୀ ସାଜେ ନବବଧୂ କାରଣ ମୃତ୍ୟୁର, ଜାତିଭେଦ ନାଁରେ ହୁଏ ଅଶାନ୍ତ ସହର, ଏଠି ନାଗରା ବାଜେ ସ୍ୱାଧୀନତାର । ନିତି ନିତି ହୁଏ ଯଥେଷ୍ଟ ବ୍ୟଭିଚାର, ଦୁର୍ବଳ ଉପରେ ସବଳର ଖୋଲା ଅତ୍ୟାଚାର, ସତ୍ୟ ଉପରେ ମିଥ୍ୟାର ଖୁବ ସୁନ୍ଦର ପ୍ରଚାର, ଏଠି…

ଅଧିକ ପଢ଼ନ୍ତୁ