ପ୍ରେମାନନ୍ଦ ବେହେରା

ପ୍ରେମାନନ୍ଦ ବେହେରା ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁରସ୍ଥିତ କରୋଜ୍ ରୋଡ଼୍ ନିକଟଷ୍ଟ ବାସିନ୍ଦା, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ କବିତା ଆଦି ରଚନା କରନ୍ତି ।

janmabhumira-koha

ଜନ୍ମଭୂମିର କୋହ

ଭାରି ଦୁଃଖ ଲାଗେ ଭାବିଦେଲେ ଥରେ ଅନେକ ବର୍ଷର ସ୍ୱାଧୀନତା ମୋ ଜନ୍ମଭୂମିରେ କିଛି ତ ସ୍ଵାଧୀନ ଆଉ କିଛି ପରାଧୀନ ।। ଭାରତ ମାତାର ଆଖିରେ ଅଭିମାନର ଲୁହ ଏବେ ବି ମରୁଛି ତା’ ସନ୍ତାନ ଭୋକ ଉପାସରେ ମାଆର ମମତା ଝୁରୁଛି କାନ୍ଦୁଛି ଦୁଃଖ ଆତୁରେ ।। ସହିପାରୁନି ଜନନୀ ଆକ୍ରମଣ ଆତଙ୍କୀର ମା’ର ରକ୍ଷାପାଇଁ ସଦା ଯେଉଁ ସନ୍ତାନ ତତ୍ପର ହସି ହସି ମୃତ୍ୟୁ ଲଭେ ଜନନୀ କୋଳରେ ।। ଏବେ ବି…

ଅଧିକ ପଢ଼ନ୍ତୁ
barshare-palli-darshana

ବର୍ଷାରେ ପଲ୍ଲୀ ଦର୍ଶନ

ଶ୍ରାବଣର ଅବାରିତ ବର୍ଷାଧାରର ଛିଟା ମନରେ ଖେଳାଏ ଶିହରଣ ମୃଦୁ ମନ୍ଦ ସମୀର ବହେ ଥରାଇ ଦିଏ ଶରୀର ଆହ୍ଲାଦିତ କରେ ତା’ ଗୁଞ୍ଜନ ।।୧।। ନାଲି ରଙ୍ଗ ପାଟଶାଢ଼ୀ ଧରି ନାଲିଆ ଓଢ଼ଣୀ ସିନ୍ଦୁର ନାଇ କପୋଳ ସିନ୍ଥିରେ ଥିରି ଥିରି କରି ଚାଲେ ଟିକି ସାଧବ ବୋହୂଟି ସବୁଜ ଧରଣୀ ମାଆ ବକ୍ଷରେ ।।୨।। ଫୁଟେ ସ୍ଵର୍ଣ୍ଣକାନ୍ତି ଆଭା ପ୍ରକୃତି ସୌନ୍ଦର୍ଯ୍ୟ ଶୋଭା ସୁନାର ଫସଲ କ୍ଷେତରେ ମନ ଆନନ୍ଦେ ଚାତକ ନଭେ ବିଚରଣ…

ଅଧିକ ପଢ଼ନ୍ତୁ
suna-ahe-bhabagrahi

ଶୁଣ ଆହେ ଭାବଗ୍ରାହୀ

କାଳିଆରେ ତତେ ଲାଗୁନି କି ଏକା ଭକତ ଶୁନ୍ୟ ଶ୍ରୀମନ୍ଦିର କି ଭିଆଁଣ କଲୁ ଗ୍ରାସୁଛି ସଭିଙ୍କୁ ଆତଙ୍କ କରୋନାର ।।୧।। ତୁ ସିନା ମହାପ୍ରଭୁ ଚଉଦ ଦିନ ରହିପାରୁ ଅଣସରେ କାହିଁଥିଲା ଏହି ଅଦିନିଆ ରୋଗ ପଡ଼ୁଛି ମଣିଷ ଉପରେ ।।୨।। ସବୁ ତୁ ଦେଖୁଛୁ ମଉନେ ରହିଛୁ ଆହେ ପ୍ରଭୁ ଚକାଆଖି ଭକତର ଦୁଃଖ ହରି ନେ ନାଥ କାନ୍ଦି କାନ୍ଦି ଯାଏ ଥକି ।।୩।। ପତିତ ଉଦ୍ଧାର ପାଇଁ ତୋ ଜନମ ଆହେ…

ଅଧିକ ପଢ଼ନ୍ତୁ