ପ୍ରମୋଦ କୁମାର ବିଶ୍ୱାଳ

ପ୍ରମୋଦ କୁମାର ବିଶ୍ୱାଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ଅବାସ୍ତବତା

ଅବାସ୍ତବତା

ଦୂର ଆକାଶକୁ ଚାହିଁଲେ ଲାଗେ ସତେ ଅବା ଚାପି ଧରିବକୁ ଛାତି ତଳେ, ସତକୁ ଅନୁଭବକଲେ ଲାଗେ ଏହା ଆମ ମନରେ ଭ୍ରମିତ । ଦୂର ତାଳ ଗଛ ପଛେ ମିଶିଛି ଧରା ବକ୍ଷ ତଳେ, ବାସ୍ତବତାକୁ ବୁଝିଲେ ଏହା ଆମ ମନରେ ମୋହିତ ॥ ସେହିପରି ତମ ପାଇଁ ଦେଖିଥିବା ସ୍ୱପ୍ନ ସବୁ ଅବାସ୍ତବତା, କିନ୍ତୁ ବୁଝିକି ଅବୁଝା କୃଷ୍ଣସାର ମୃଗ ପରି ଧାଉଁଥାଏ ଅହରତ । ଜଣା ନାହିଁ ତମ ମନର ଆବେଗ ବିଶ୍ୱାସରେ…

ଅଧିକ ପଢ଼ନ୍ତୁ
Smruti

ସ୍ମୃତି

ସ୍ମୃତି ସ୍ମୃତି କେବେ ଘନ ଅନ୍ଧକାରରେ ସ୍ୱପ୍ନ ହୋଇ ଆସେ, ସ୍ମୃତି କେବେ ସୁନେଲି ସକାଳ କିରଣେ ଆସେ । ସ୍ମୃତି କେବେ ପ୍ରେମର ପ୍ରଥମ ଛୁଆଁରୁ ତାଜମହଲ ଗଢ଼ିହୋଇଆସ, ସ୍ମୃତି କେବେ ପତାରକ ମଣିଷ ଭାବନାରୁ ଆସେ । ସ୍ମୃତି କେବେ କୋମଳ ଶିଶୁର ହସରୁ ଝରିଆସେ, ସ୍ମୃତି କେବେ ବେଳାଭୂମିର ବାଲି ଶଜ୍ୟାରେ ମନ୍ଦିର ଗଢ଼ିହୋଇ ଆସେ । ସ୍ମୃତି କେବେ ପଥଚଲା ପଥିକର ବିଶ୍ରାମ ଜାଗାରୁ ଆସେ, ସ୍ମୃତି ମୋ ହୃଦୟ ଗହନେ…

ଅଧିକ ପଢ଼ନ୍ତୁ