ପ୍ରବୀର କୁମାର ସାହୁ

ପ୍ରବୀର କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Pherichhi Barsa Odia Short Story by Prabir Kumar Sahoo

ଫେରିଛି ବର୍ଷା

ଫେରିଛି ଫଗୁଣର, (ଉତ୍କଳ ଦିବସ ସଂସ୍କରଣରେ ପ୍ରକାଶିତ) ଦ୍ୱିତୀୟ ଭାଗ କଫି କପରୁ ପ୍ରଥମ ସିପ୍ ନେଉ ନେଉ ସମୀର କହିଲା “ମୋତେ କ୍ଷମା କରିବ ସୋନାଲି, ଆସିବି ଆସିବି କହି ଗୋଟେ ମାସ ହେଇଗଲା ଯେ ଆଜି ସମୟ ମିଳିଲା ତୁମ ସହ ଦେଖା କରିବାକୁ । ହସ୍ପିଟାଲର ତିନିଜଣ ଯାକ କାର୍ଡିଓଲୋଜିଷ୍ଟ ଆଉଟ ଅଫ ଷ୍ଟେସନ ଆଉ ମୋର ସ୍ପେଶାଲ ଡ୍ୟୁଟି । ଖାଇବା ନା ଶୋଇବା କିଛି ବି ଠିକନାହିଁ । କୁହନି…

ଅଧିକ ପଢ଼ନ୍ତୁ
Pherichhi Phaguna Odia Short Story by Prabir Kumar Sahoo

ଫେରିଛି ଫଗୁଣ

ମାସରେ ପାଖାପାଖି କୋଡ଼ିଏ ବାଇଶି ଦିନ ତାଲା ଲାଗି ରହୁଥିବା, ସହର ଶେଷ ମୁଣ୍ଡରେ ଥିବା ଏଇ ଘରଟି କାହିଁକି କେଜାଣି କାହାରି ଆଖିକୁ ଭଲ ଦେଖା ଯାଏନି । କିଏ ଏ ଧୂଳି ଧୂସରିତ ରଙ୍ଗହୀନ ଘରଟିକୁ ପସନ୍ଦ କରେନି ତ’ ଆଉ କେହି ସେ ଘରେ ସାମାଜିକ ଚଳଣିଠାରୁ ଦୂରେଇ ରହୁଥିବା ଲୋକଟିକୁ । ଅନେକ ତ’ ସେ ପରିତ୍ୟକ୍ତ ପ୍ରାୟ ଘରେ ରହୁଥିବା ଲୋକଟିକୁ ଚିହ୍ନିନାହାନ୍ତି । ଏଇ ଘରଟି ଯେମିତି ସମୀର…

ଅଧିକ ପଢ଼ନ୍ତୁ