ମୋକ୍ଷ
ବସନ୍ତର ମୃଦୁ ହୋଇ ମନ ଚୋରି କଲ । ନିଦରେ ଆସିକରି ସ୍ୱପ୍ନ ଦେଖାଇଲ ॥ ପୂର୍ଣ୍ଣମୀର ଚାନ୍ଦ ପ୍ରାୟ ହୋଇ ଆଲୋକିତ । ମନ ତଳେ ସ୍ନେହ ପ୍ରେମ କଲ ସଞ୍ଚାରିତ ॥ ଇନ୍ଦ୍ରଧନୁ ସାଜି ଜୀବନେ ରଙ୍ଗ ବୋଳି । ଆଙ୍କୁଥିଲ କେତେ ଚିତ୍ର ଧରି ନିଜେ ତୂଳୀ ॥ ଶରତର କାଶତଣ୍ଡି ପରି ମନମୋହି । ହେମନ୍ତ ଶିଶିରେ ଭିଜାଇଲ କାହିଁ ପାଇଁ ॥ ବନ୍ଧୁତାରେ ଲାଗିଲା କାହାର ନଜର । କେଇପଦ…