ଜିତୁରାମ ସାହୁ

ଜିତୁରାମ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Phula (ଫୁଲ) by Jituram Sahu

ଫୁଲ

ଫୁଲଟିଏ ମୁଁ ଫୁଟିଅଛି ସତେ ଦିଶୁଅଛି କେଡ଼େ ସୁନ୍ଦର । ତୋଳନି ମୋତେ ଫୁଟିଛି ଯତନେ ମହକିବି କରି ଆଦର ॥ କଣ୍ଟା ବୁଦାମୂଳେ ଫୁଟିଅଛି ମୁଁ ଥାଏ ପର୍ବତେ ଜଳ ସ୍ଥଳେ । ବନେ ଉପବନେ ରହିଅଛି ମୁଁ ପ୍ରସ୍ପୁଟିତ ହୁଏ ହରଷେ ॥ ପ୍ରକୃତିର ରାଣୀ ଖେଳି ଉଠଇ ଏହି ମୋର ରୂପ ସୁନ୍ଦରେ । ମୋ ପାଇଁ ଦିଶଇ ଅତି ସୁନ୍ଦର ଏହି ନୀଳ କୂଳ କନ୍ଦରେ ॥ ନାନା ବର୍ଣ୍ଣ ଜାତି ରଙ୍ଗ ବେରଙ୍ଗ ପୃଥିବୀରେ…

ଅଧିକ ପଢ଼ନ୍ତୁ
Odia Poem Pritira Phaguna Anai Basichhi (ପ୍ରୀତିର ଫଗୁଣ ଅନାଇ ବସିଛି) by Jituram Sahu

ପ୍ରୀତିର ଫଗୁଣ ଅନାଇ ବସିଛି

ମୋ ମନର ନାୟିକା କେବେ ଆସି ଧରା ଦେବ । ତୁମ ବିନେ ଏକା ମୁଁ ଆସି ଥରେ ଦେଖି ଯିବ ॥ ଖୋଜୁଛି ଏ ମନ ତୁମକୁ ଚାହିଁ ବସିଛି ନିରନ୍ତର । ଜଳ ବିହ୍ନେ ଯେହ୍ନେ ଝସ ନାହିଁ ତା’ର ପଟାନ୍ତର ॥ ମୋ ଜୀବନ ନଉକା ଆସିଥିଲ ଏକା ଏ କୂଳକୁ । କେବେ ମୋ ଜୀବନେ ଆସିବ ବୋଲି ଛାଡ଼ି ଯିବନି ଏକା କରି ବହୁ ଦୂରକୁ ॥ ପ୍ରୀତିର ଫଗୁଣ ଅନାଇ ବସିଛି ଦିନେ…

ଅଧିକ ପଢ଼ନ୍ତୁ