ଯଜ୍ଞେଶ କୁମାର ରାଉତ

ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Sebera Au Ebera Ganatantra

ସେବେର ଓ ଏବେର ଗଣତନ୍ତ୍ର

ମୋର ଜନ୍ମ ହୋଇନଥିଲା, ବାସ୍ ଜୋର୍ ଜବରଦସ୍ତ ଜୀବନ ଦାନ ଦିଆ ହେଇଥିଲା ୧୯୫୦ରେ ଗଣ ଓ ତନ୍ତ୍ରକୁ ଏକାଠି କରିବାକୁ, ସେବେ ତ ମୁଁ ଭାବିଥିଲି ମୋ ନିଜକୁ ଏକ ଦେବତୁଲ୍ୟ ଅବତାର, କିନ୍ତୁ ଆଜି ମୋର ପରିଚୟ କେବଳ ସୀମିତ ଏକ ନିର୍ଜୀବ ଯାନ୍ତ୍ରିକ କଣ୍ଢେଇରେ, ଯାହାର ଚାବିକାଠି ଏ ଦେଶର ରାଜନୀତିର ଚକ୍ରବ୍ୟୁହରେ ବନ୍ଧା । ମୋର ବା କ’ଣ ଭୁଲ୍ ଥିଲା, ମୋର ରକ୍ତରେ ଅନ୍ୟ ଦେଶର ସାମ୍ବିଧାନିକ ରକ୍ତକୁ ଖଞ୍ଜିବା…

ଅଧିକ ପଢ଼ନ୍ତୁ
Prema Kabita

ପ୍ରେମ କବିତା

ଭଙ୍ଗା ଘରଟିଏ ପରି ହୃଦୟ ଏ ଯେବେ ଥିଲା, ସେବେ ତୁମ ସଙ୍ଗେ ମୋର ଦେଖା ହୋଇଥିଲା । ପ୍ରଥମ ଦେଖାରେ ଯେବେ ହୋଇଥିଲା ପ୍ରେମ, ତୁମେ ଦେଇଥିଲ ସେଇ ପ୍ରେମକୁ ଯେ ନାମ ॥ କାହିଁ କେତେ ଯୁଗରୁ ଯେ ପ୍ରତୀକ୍ଷା ଏ ଥିଲା, କେବଳ ତୁମକୁ ଏଇ ମନ ଖୋଜୁଥିଲା । ତୁମଠୁ ଆରମ୍ଭ ମୋର ପ୍ରେମର ଠିକଣା, ଏଇ ଛାତିତଳେ ଲେଖା କେବଳ ତୁମ ନାଆଁ ॥ ମୋ ଜୀବନ ନଉକାରେ ତୁମେ…

ଅଧିକ ପଢ଼ନ୍ତୁ
ପ୍ରେମର ଏ ପହିଲି ଋତୁରେ

ପ୍ରେମର ଏ ପହିଲି ଋତୁରେ

ପ୍ରେମର ଏ ପହିଲି ଋତୁରେ, ଇଚ୍ଛା ହୁଏ ମୋର ଥାଆନ୍ତା କି ଡେଣା ଉଡ଼ନ୍ତି ମୁଁ ତୁମରି ସାଥିରେ; ପ୍ରେମର ଏ ପହିଲି ଖରାରେ, ଭାବୁଛି ଏ ମନ ଗପିବାକୁ ଖାଲି ତୁମ ସାଥେ ସମୁଦ୍ର କୂଳରେ; ପ୍ରେମର ଏ ପହିଲି ବର୍ଷାରେ, ମନ କହେ ଖାଲି ଭିଜିବାକୁ ଆଜି କେବଳ ତୁମରି ସାଥିରେ; ପ୍ରେମର ଏ ପହିଲି ଶୀତରେ, ଯାଆନ୍ତି କି ବୁଲି ଦେଶ ବିଦେଶକୁ ତୁମ ସାଥେ ମୁଁ ଜାହାଜରେ; ପ୍ରେମର ଏ ପହିଲି…

ଅଧିକ ପଢ଼ନ୍ତୁ