Read more about the article ନୂଆ ବରଷ
ନୂଆ ବରଷ (Nua barasha) Odia poem on the New Year by Jangyash Kumar Rout

ନୂଆ ବରଷ

ଆସିଛି ଯେ ଆଜି ନୂଆ ବରଷ, ସଙ୍ଗେ ଆଣିଅଛି କେତେ ହରସ; ଭରିଯାଉ ମନେ ହର୍ସ ଉଲ୍ଲାସ, ହୋଇଯାଉ ଆଜି ହିଂସା ବିନାଶ; ଆଲୋକମାଳାରେ ହୋଇ ସଜ୍ଜିତ, ନୂଆବର୍ଷ ଗାଉ ଉଲ୍ଲାସ ଗୀତ; ହୋଇ ନୂଆବର୍ଷ ସ୍ୱର୍ଗୀୟ ପରୀ, ଆଣିଦେଉ କେତେ…

Continue Readingନୂଆ ବରଷ
Read more about the article ତୁମ ପାଇଁ
ତୁମ ପାଇଁ

ତୁମ ପାଇଁ

ମୁଁ ତ ଗଢ଼ିଥିଲି ଏକ ସୁନ୍ଦର ରାଜଉଆସ ଏ ହୃଦୟରେ କାହିଁ କେତେ ଧୈର୍ଯ୍ୟ ଆଉ ବିଶ୍ୱାସର ମୂଲ୍ୟରେ, ତୁମେ ହିଁ ଉପେକ୍ଷା କଲ ସେ ରାଜଉଆସକୁ ଆଉ ତୁଳନା କଲ ଧନ ଓ ଧନୀକ ସାଙ୍ଗରେ; ମୁଁ ତ ରଖିଥିଲି…

Continue Readingତୁମ ପାଇଁ
Read more about the article ହେରା ପଞ୍ଚମୀ
ହେରା ପଞ୍ଚମୀ

ହେରା ପଞ୍ଚମୀ

ଅଭିମାନ କରି କାନ୍ଦନ୍ତି କମଳା କୁହନ୍ତି ଦୁଃଖ ମନରେ । ପଥର ହେଲକି କାଳିଆ ସାଆନ୍ତ ନେଲନି ମୋତେ ସାଙ୍ଗରେ ॥ ଭାଇ ଭଉଣୀ କି ନିଜର ହୋଇଲେ ପର ହେଲା ଅର୍ଦ୍ଧାଙ୍ଗିନୀ । ଏଗାର ଦିନର ଯାତ୍ରା ଯେ କରୁଛ…

Continue Readingହେରା ପଞ୍ଚମୀ
Read more about the article ରଥଯାତ
ରଥଯାତ

ରଥଯାତ

ଅଧାଗଢ଼ା ଦିଅଁ ବ୍ରହ୍ମାଣ୍ଡ ଈଶ୍ୱର କରନ୍ତି ଯେ ଲୀଳା ସଂସାର ଯାକର । ଲିଳାମୟ ପ୍ରଭୁ ଜଗତର ନାଥ କରିବାକୁ ଲୀଳା ଯେବେ ଗଢ଼ିଲେ ଶ୍ରୀକ୍ଷେତ୍ର ॥ ଯାଆନ୍ତି ମାଉସୀ ଘର କରିବାକୁ ବରଷକେ ଥରେ ବଡ଼ଯାତ । କେବେ ଯେ…

Continue Readingରଥଯାତ
Read more about the article ମୋ’ ବୋଉ
ମୋ ବୋଉ

ମୋ’ ବୋଉ

ମୋ' ବୋଉ, ତୋ'ର ପଣତକାନିରେ ମୋ ଜୀବନ ବନ୍ଧା ଥାଉ, ତୋ'ର ସ୍ନେହର ବାରିଧାରା ସର୍ବଦା ମୋ ପାଇଁ ବହୁ; ମୋ' ବୋଉ, ତୋ'ର ହସ ହସ ମୁହଁ ସଦା ମୋ ଆଖି ଆଗେ ଥାଉ, ତୋ'ର ଆଶୀର୍ବାଦରେ ମୋ ଜୀବନ…

Continue Readingମୋ’ ବୋଉ