ସଂଗ୍ରାମ କେଶରୀ ସେନାପତି

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।

Sagarika-Swagatika Interview

ସାଗରିକା ଏବଂ ସ୍ୱାଗତିକାଙ୍କ ସହ ଆଳାପ

କଥାରେ ଅଛି, “ଆଘ୍ରାଣେ ଅର୍ଦ୍ଧ ଭୋଜନଂ” ଆଉ ଦର୍ଶନେ କେତେ କ’ଣ ହୁଏ ସେ କଥା ନ ପଚାରିବା ଭଲ । ମୋର ଗୋଟିଏ ସାଙ୍ଗ ଅଛି, ତା’କଥା ଆମ କଲେଜଠାରୁ ଆରମ୍ଭ କରି ସେଠାକାର ଆଖପାଖର ଲୋକ ବି ବହୁତ ଜାଣିଛନ୍ତି, ସେ ତ କେବେ କେବେ ଖାଇବା ଖରାପ ହେଇଥିଲେ ୟୁ-ଟ୍ୟୁବ୍‌ କି ଇନ୍‌ଷ୍ଟାଗ୍ରାମ୍‌ରୁ ସୁସ୍ୱାଦୁ ବ୍ୟଞ୍ଜନର ଫଟୋ ଦେଖି ଖାଇଦିଏ । ଅବଶ୍ୟ ଏ କଥାଟା ସୀତା ବିବାହ ଚଳଚ୍ଚିତ୍ରରେ ବହୁତ ଭଲ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 6th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଷଷ୍ଠ ସମ୍ପାଦକୀୟ

ଏ ଦୁନିଆର ପ୍ରାୟତଃ ସଭିଏଁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ଆଉ ଏ ବ୍ୟସ୍ତବହୁଳ ଦୁନିଆରୁ ତାଙ୍କୁ ଟିକିଏ ଦୂରେଇ ଯିବାକୁ ହେଲେ ଅଧିକାଂଶ ମନୋରଞ୍ଜନ କରିବାକୁ ଗୀତ ଶୁଣନ୍ତି, ନାଟକ, ଫିଲ୍ମ ଇତ୍ୟାଦି ଦେଖନ୍ତି । ଏବେ ବୋଧେ ବିଶ୍ୱର ସବୁଠାରୁ ଅଧିକ ଆୟ କରୁଥିବା ଜିନିଷ ମଧ୍ୟରେ ଫିଲ୍ମ ଆଗରେ ଆସିବ । କଥାଚିତ୍ରର ରୂପରେଖ ଧୀରେ ଧୀରେ ବଦଳି ଆସିଛି ଆଉ ଏବେ ପ୍ରାୟ ଅନେକ ଜାତୀୟ ତଥା ଆଞ୍ଚଳିକ ଭାଷାରେ…

ଅଧିକ ପଢ଼ନ୍ତୁ
Odia Story Swapnara Rajakumara (ସ୍ୱପ୍ନର ରାଜକୁମାର) by Sangram Keshari Senapati

ସ୍ୱପ୍ନର ରାଜକୁମାର

ପ୍ରଥମ ଭାଗ – ସାମ୍ନା ଘର ଝରକା ଝରକାର ମରାମତି ହେବା, ପ୍ରତିଦିନ ଝରକା ଖୋଲିବା ଲୋକ ରାଜ କୁମାର ସାଜି ଆସି ରହିବା ଆଉ ମନ ପବନ ଘୋଡ଼ାରେ ନିଇତି ତାକୁ ପରୀ ରାଇଜଠାରୁ ଆରମ୍ଭ କରି ରାଜ ଉଆସ ବୁଲାଇବା ଯାଏଁ ସବୁକିଛି ସେ ଦେଖିଥିଲା । ଝରାକ ବନ୍ଦ ରହିଥିବା ସମୟରେ ପୁଣିଥରେ ଖୋଲିବା ସମୟକୁ ନିଇତି ଅପେକ୍ଷା କରିବା ଆଉ ଖୋଲିବାପରେ ସେ ସଜ ମେହେନ୍ଦୀଲଗା ହଳଦୀ ଗୁରୁଗୁରୁ ହାତ ଦୁଇଟିର…

ଅଧିକ ପଢ଼ନ୍ତୁ
prathama-prema

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ ହୃଦୟ ଭିତରେ । ଅନେକ କୁହ‌ନ୍ତି ପ୍ରଥମ ପ୍ରେମକୁ ଭୁଲିବା କଷ୍ଟ । ମଣିଷର ସରଳ ଜୀବନ‌କୁ କେମିତି ଗୋଟେ ଅଙ୍କାବଙ୍କା ନଈର ଧାର ପରି ସଜେଇଦେଇଥାଏ ଏହି ପ୍ରେମ । ଏକ ସୁନ୍ଦର ଆକର୍ଷଣ ସ‌ହ କାହିଁ କେଉଁକାଳରୁ ଶୋଇରହିଥିବା ଏକ ବୀଜଟି ମନ ଭିତରେ ଫୁଟିଉଠିଥାଏ ପାଖୁଡ଼ା ମେଲି । ଜୀବନରେ ଅନେକଙ୍କ ସ‌ହ ଦେଖା ହୋଇଯାଇଥାଏ, ମାତ୍ର ସେ ନିଆରା ସୃଷ୍ଟି…

ଅଧିକ ପଢ଼ନ୍ତୁ
asaranti-katha

ଅସରନ୍ତି କଥା

ରାଧିକା, ଏହି ନାଁଟି ମୋ ଜେଜେବାପା ବ‌ହୁତ ଶ୍ରଦ୍ଧାରେ ରଖିଥିଲେ । ଆମ ଓଡ଼ିଆ ଘରେ ତ’ ପ୍ରାୟ ସମସ୍ତଙ୍କର ଅତି କମ୍‌ରେ ୩/୪ଟି ନାଁ ଥାଏ, କିନ୍ତୁ ମୋର କେବଳ ଏହି ଗୋଟିଏ ହିଁ ନାଁ ଥିଲା ଆଉ ସମସ୍ତେ ମୋତେ ଏହି ନାଁରେ ହିଁ ଜାଣିଥିଲେ । କେବେ କେବେ ସାଙ୍ଗମାନଙ୍କର ଅଧିକ ନାଁ ଦେଖି ମୋତେ ବି ମୋ ନିଜ ଉପରେ ଆଉ ମୋ ଘର ଲୋକଙ୍କ ଉପରେ ରାଗ ଲାଗେ ।…

ଅଧିକ ପଢ଼ନ୍ତୁ