ଡ. ସୁବ୍ରତ କୁମାର ମହନ୍ତ

ଡ. ସୁବ୍ରତ କୁମାର ମହନ୍ତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Smruti Chitha (ସ୍ମୃତି ଚିଠା) by Dr. Subrat Kumar Mahanta

ସ୍ମୃତି ଚିଠା

ଓଲଟାଇବା ପାଇଁ ଇଚ୍ଛା ହୁଏ ବେଳେ ବେଳେ ପୁରୁଣା ପୃଷ୍ଠା, ପେଡ଼ି ଖୋଲିଦେଲେ ଆଖି ଲାଖି ଯାଏ ହଜି ଯାଏ ମନ…. ମିଳି ଯାଏ କିଛି ସ୍ମୃତି ଚିଠା !! ସତେ, କଷ୍ଟଦାୟକ ଥିଲା ସେ ଅତୀତ ବର୍ତ୍ତମାନ ନାମେ ଯେବେ ଥିଲା ସେ ନାମିତ କେତେ ଲୁହ ବୁହାଇଛି, ହୃଦୟ କନ୍ଦରୁ ଆଉ କେତେ କୋହୋ ସେ ରଖିଛି ସାଇତି ଧାର ଧାର ଲୁହ ବୁହାଇଛି, ନୟନ ଯୁଗଳୁ ଆଜି ଗୋଟେ ବର୍ତ୍ତମାନେ ପହଞ୍ଚି ଭାବୁଛି ସ୍ମୃତି…

ଅଧିକ ପଢ଼ନ୍ତୁ
Asatya Nagar

ଅସତ୍ୟ ନଗର

ଧନ୍ୟ ତୁମେ ନିୟନ୍ତା ଧନ୍ୟ ସୃଷ୍ଟି କର୍ତ୍ତା… ଧନ୍ୟ ତୁମ ନ୍ୟାୟ ଧନ୍ୟ ତୁମ ଲୀଳା । କି କହି ତୁମକୁ ବଖଣିବି ମୁହିଁ ! ବିଷର ବଳୟ ହୋଇଛି ଦୁନିଆ । ପବିତ୍ର ତୁମ ସୃଷ୍ଟିରେ… ଘୋଟି ଯାଇଛି ଅନ୍ଧକାର ! ମଣିଷ ବି ନିରୁଧିଷ୍ଟ ଆଜି, ଅନ୍ଧକାର ପୂର୍ଣ୍ଣ ଅସତ୍ୟ ନଗରେ ! ଅଣ୍ଡାଳି ଚାଲିଛି ମାନବ, ଟିକିଏ ଆତ୍ମା ସନ୍ତୋଷ ପାଇଁ । ଘୋର ଅନ୍ଧକାର ମଧ୍ୟରୁ, କାଳେ ଖୋଜି ପାଇବ ଟିକେ ଖୁସି । ସୁଖକୁ କାଇଁ କଲ ତୁମେ କ୍ଷଣସ୍ଥାୟୀ?…

ଅଧିକ ପଢ଼ନ୍ତୁ
ରୂପସୀ କନ୍ୟା

ରୂପସୀ କନ୍ୟା

ଆଗୋ ପ୍ରିୟତମା ମନର ମଇନା ସତେ କୀ ଶୀତଳ ଜ୍ୟୋତ୍ସ୍ନା ତମେ ମନରମା ॥୧॥ କନ୍ୟା ତମେ ରୂପସୀ ବୟସ ବାଇଶି ତୁମେ କ୍ରୁଷ୍ଣା, ତୁମେ କାବେରୀ ପ୍ରାଣ ପ୍ରିୟା କନ୍ୟା ଅଳସୀ ॥୨॥ କଣ୍ଠ ସୁଶୋଭିତ ଶରୀର ସୁଢୋଳ ପାଦରେ ପାଉଁଜି ଝଣ ଝଣ ସୁଶୋଭିତ ॥୩॥ କାନେ କାନଫୁଲ, ନାକେ ନାକଗୁଣା ସାଥୀ ତମେ ମୋର ପ୍ରିୟ ସତଗୁଣା ॥୪॥ ତମ ବକ୍ଷ ଦେଶ ଯେପରି ଚନ୍ଦ୍ରମା ସତେକି ସରଗ କଟି ଦେଶ ତମ…

ଅଧିକ ପଢ଼ନ୍ତୁ