ସୁଇଜରଲାଣ୍ଡ ଡାଏରୀ
ସୁଇଜରଲାଣ୍ଡରେ ୮ ମାସର ରହଣି ଭିତରେ ବହୁ ନୂଆ ନୂଆ ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ମିଳିଥିଲା । ଛୁଟିଦିନ ମାନଙ୍କରେ ବିଶେଷ କାମ ନ ଥିଲେ ଆମେ ପରିବାର ସହ କୌଣସି ନା କୌଣସି ନୂଆ ଜାଗା ଦେଖିବାକୁ ଚାଲିଯାଉ । ଏ ବର୍ଷ ଖରା ଦିନରେ ମାର୍ଟିନି ସହର ନିକଟରେ ଥିବା ଓଏସ୍ଟର୍ଣ ସିଟିକୁ ଆମେ ବୁଲିବାକୁ ଯାଇଥିଲୁ । ଅବଶ୍ୟ ଯିବା ପୂର୍ବରୁ କିଛି ଖାଦ୍ୟ ସାମଗ୍ରୀ, ପାନୀୟ ସହ ଆବଶ୍ୟକ ବିବରଣୀ…