ଭାରତୀୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଉପନିଷଦ
ଭାରତୀୟ ସଂସ୍କୃତି ଓ ପରମ୍ପରା ବିଶ୍ୱମାନବର ଆଦର୍ଶ ଓ ପଥପ୍ରଦର୍ଶକ । ଭାରତରେ ହିଁ ବେଦ, ବେଦାନ୍ତ ଓ ଉପନିଷଦର ସର୍ଜନା ଏଥିରେ କେହି ଦ୍ୱିମତ ହେବେ ନାହିଁ । ଭାରତୀୟ ପରମ୍ପରା ଅନୁସାରେ ଉପନିଷଦଗୁଡ଼ିକୁ ବୈଦିକ ସାହିତ୍ୟର ଅନ୍ତିମ ଅଂଶ ଭାବରେ ଗ୍ରହଣ କରାଯାଇଛି । ଏସବୁ ଉପନିଷଦରେ ବୈଦିକ ଊପଖ୍ୟାନ ଓ ଆଚାର ଅନୁଷ୍ଠାନର ନାନାପ୍ରକାର ଧର୍ମୀୟ ଓ ଦାର୍ଶନିକ ବ୍ୟାଖ୍ୟା ସନ୍ନିବିଷ୍ଟ ଅଛି । ପରେ ମଧ୍ୟ ଏହି ନାମଟି ଷଡ଼ଦର୍ଶନ ମଧ୍ୟରୁ…